@krushnapriya-mohapatra

Krushnapriya Mohapatra
Literary Brigadier
AUTHOR OF THE YEAR 2021 - NOMINEE

169
Posts
87
Followers
3
Following

ମୁଁ କୃଷ୍ଣପ୍ରିୟା ମହାପାତ୍ର l ଜନ୍ମ ୧୯୬୮ମସିହା ଜୁନ୍ ୫ତାରିଖ ଶ୍ରୀକ୍ଷେତ୍ର ପୁରୀରେ ହୋଇଥିଲା।l ବିବାହ ପରେ ମଧ୍ୟ ଶ୍ରୀକ୍ଷେତ୍ରରେ ରହିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି l ମୁଁ ମାତୃଭାଷା ଓଡ଼ିଆକୁ ହୃଦୟରୁ ଭଲ ପାଏ l ତେଣୁ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ବାହାରୁଥିବା ଲେଖା ନିୟମିତ ପଢିବା ମୋର ଅଭ୍ୟାସ l ପଢିବା ମୋର ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ... Read more

Share with friends

ଶବ୍ଦଟିଏ ମାତ୍ର 'ଗୃହିଣୀ' ନୁହେଁ ଅର୍ଥ ତାର ଅତି ବ୍ୟାପକ। ୠଣୀ ସଦା ତାର ସଭିଏଁ ଆମେ କହେନା ନିଜକୁ ମାଲିକ। ମନଦେଇ ସେବା କରେସଭିଁଙ୍କର ଦିନ ରାତି କରି ଏକତ୍ର, ତା'ଦେହ ଦୁଃଖରେ ନୀରବ ଥାଏ ଗୃହିଣୀର ଏହି ଚରିତ୍ର।

ଜୀବନ ରେ ସବୁ ଖୁସି ସମସ୍ତଙ୍କୁ ମିଳି ନ ଥାଏ।ବେଳେ ବେଳେ କେଉଁ ଜିନିଷରେ ଅଛି ଖୋଜୁ ଖୋଜୁ, ସାରା ଜୀବନ ବିତିଯାଇଥାଏ।

ପୁରୁଷ ର ବୁଦ୍ଧି ,ନାରୀର ଭାବୁକତା ଦୁଇଟିର ସମ୍ମିଶ୍ରଣ ରେ ପରିବାର ର ସୁଖଶାନ୍ତି ସଂମୃଦ୍ଧି ର ପ୍ରାପ୍ତି ହୋଇଥାଏ।

ମନୁଷ୍ୟ ନିଜ ଅନ୍ତର ରେ ଥିବା ଭଗବତ ସତ୍ତା କୁ ଅନୁଭବ କରିବା ନିମତ୍ତେ ଧର୍ମର ଆବିର୍ଭାବ ହୋଇଥିଲା, କିନ୍ତୁ ବର୍ତ୍ତମାନ ଧର୍ମ ର ଦ୍ୱାହି ଦେଇ ମାନବତାକୁ ବିନଷ୍ଟ କରା ଯାଉଛି ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ମନ ଆଉ ଶରୀର ଆପଣଙ୍କ ଇଚ୍ଛାନୁସାରେ କାମ କରୁ, ତା ହେଲେ ଏହାକୁ ଅର୍ଥାତ ମନ ଆଉ ଶରୀର କୁ ନିଜ ବସରେ ରଖିବାକୁ ହେବ।

ଜନ୍ମଠାରୁ ମନୁଷ୍ୟ ଅନେକ ଥର ନିଜର ବାସସ୍ଥାନ,ପରିଧାନ, ଖାଦ୍ୟ ସାମଗ୍ରୀ,ଏପରିକି ନିଜର ମତ ପରିବର୍ତ୍ତନ କରିଥାଏ। କିନ୍ତୁଶେଷ ପର୍ଯ୍ୟନ୍ତ କେବଳ ଶରୀର ସମାନ ରହିଥାଏ।ତେଣୁ ଶରୀର ର ଯତ୍ନ ଉତ୍ତମ ରୁପେ ନବା ଉଚିତ, ତଦ୍ୱାରା ସୁସ୍ଥ ମନୁଷ୍ୟ ନିଜର ଲକ୍ଷ୍ୟ ସ୍ଥଳରେ ଅକ୍ଳେଶ ରେ ପହଞ୍ଚିପାରି ଥାଏ।

ଭାଗ୍ୟ ଯେତେ ଖରାପ ଥିଲେ ମଧ୍ୟ ଯଦି, ତୁମ ଉପରେ ଗୁରୁଜନଙ୍କ ଆଶୀର୍ବାଦ ଥାଏ ତେବେ ତୁମେ, ତୁମ ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚିବ, ଏଥିରେ ସଂନ୍ଦେହ ନାହିଁ। କୃଷ୍ଣପ୍ରିୟା ମହାପାତ୍ର

ସେ ସମ୍ପର୍କ ଥାଇ ମୂଲ୍ୟ କଣ? ଯେଉଁ ସମ୍ପର୍କ ରେ ବିଶ୍ୱାସ ହିଁ ନାହିଁ। ସମ୍ପର୍କ ର ସ୍ଥାୟୀତ୍ୱ ହିଁ ତ, ବିଶ୍ୱାସ, ପ୍ରେମ ଆଉ ପରସ୍ପର ସ୍ନେହ ଶ୍ରଦ୍ଧା ଆଉ ମମତା ଉପରେ ନିର୍ଭର କରେ।

ଯେତିକି ମିଳିଛି ଜୀବନରେ ମୋର ସବୁ ତ ତୁମରି ଅମୂଲ୍ୟ ଦାନ ତାକୁଇ ଖରଚ କରୁଛି କେବଳ ମିସାଣ,ଫେଡାଣ କେବଳ ଭ୍ରମ। କୃଷ୍ଣପ୍ରିୟା ମହାପାତ୍ର।


Feed

Library

Write

Notification
Profile