STORYMIRROR

ଶବ୍ଦଟିଏ...

“ ଶବ୍ଦଟିଏ ମାତ୍ର 'ଗୃହିଣୀ' ନୁହେଁ ଅର୍ଥ ତାର ଅତି ବ୍ୟାପକ। ୠଣୀ ସଦା ତାର ସଭିଏଁ ଆମେ କହେନା ନିଜକୁ ମାଲିକ। ମନଦେଇ ସେବା କରେସଭିଁଙ୍କର ଦିନ ରାତି କରି ଏକତ୍ର, ତା'ଦେହ ଦୁଃଖରେ ନୀରବ ଥାଏ ଗୃହିଣୀର ଏହି ଚରିତ୍ର। ”

By Krushnapriya Mohapatra
 16


More oriya quote from Krushnapriya Mohapatra
0 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments