Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

3.8  

Disambar Meher

Others

ଇନ୍ତା ଭି ହେସି କେଭେ କେଭେ

ଇନ୍ତା ଭି ହେସି କେଭେ କେଭେ

4 mins
621


ମହାପୁରୁ ଭିନ୍ ଭିନ୍ ସମିଆନେ ମୁନୁସ୍ କେ ପରୀକ୍ଷା କରସନ୍ ।କେତେ ବେଲେ ମୁନୁସ୍ ପରୀକ୍ଷାନେ ପାସ୍ ହେସି ତ କେତେ ବେଲେ ଫେଲ୍ । ଫେଲ୍ ହେଇକରି ଜଦି ମୁନୁସ୍ ହଦ୍ରି ଜିବା ଆର୍ କରମ୍ ନାଇଁ କରବା ବେଲେ ସେ ଉନମତି ନାଇ କରିପାରେ । ଜୀବନର୍ ବାଟେ ଆଗକେ ନାଇଁ ଚାଲିପାରେ।ହେତିର୍ ଲାଗି ଛାତିନେ ଦମ୍ ରଖିକରି ଆମର୍ କରମ୍ କର୍ମା ।ମହାପୁରୁ ସବୁ ଦେଖୁଛେ ଦିନେ ନା ଦିନେ ସେ ଇ ଦୁଖିର୍ ଦୁଖ୍ ଜାନି ପାରସନ୍ ।

ବିପିନ୍ ତାର୍ ଦସ ବଛରର୍ ପୋ ସନେ ଡଙ୍ଗର୍ ପର୍ଲୀ ଗାଁ ଗୁଟେ ନେ ରହୁଥିଲା । ବିପିନ୍ ବୁଢା ହେଇଜାଇଥିଲାନା, କାମ୍ ଧନ୍ଦା କରି ନାଇଁ ପାରୁଥାଇ ହେତିର୍ ଲାଗି ତାକର୍ ଗାଁର୍ ଛକେ ଗୁଟେ ଚା ଦୁକାନ୍ ଦେଲା ।ସେ ଗାଁ ହେଇକରି ଖୁବ୍ ଗାଡି ମଟର୍ ଅନାଜାନା କରସି କାଏଁଜେ କି, ହେ ଗାଁନୁ ଦସ କିଲୋମିଟର୍ ଗଲେ ଗୁଟେ ଦେବି ମନ୍ଦିର ଅଛେ । ସେ ଇଲାକାର୍ ଆର୍ ଖୁବ୍ ଦୁର୍ ଦୁର୍ ନୁ ଭି ଲୋକ୍ ହେନକେ ପୁଜାପାଠ କରବାକେ ଆଏସନ୍ । ବିଚ୍ରା ଦୁଇ ପଏସା ଗୁଟେ କମାଲେ ଘରର୍ ତେଲ୍ ସାଗ୍ ହେବା ବୋଲି ହେନକେ ଚା ଦୁକାନ୍ ଟେ ଦେଲା ।

ଦୁକାନ୍ ଦେବାର୍ ପାଁଚ୍ ଦିନ୍ ହେଲା ରାସ୍ତାନେ ଜାଉଥିବାର୍ ଗୁଟେ ଲୋକ୍ ବି ଚା ଦୁକାନ୍ ପାସେ ନାଇଁ ଥେବୁଥାଇ ।ବିପିନ୍ ଦିନ୍ କେ ଗୁଟେ ଚା ବି ନାଇଁ ବିକ୍ଲା । ସେ ମୁଡେ ହାତ୍ ଦେଇକରି ବସ୍ଲା ଆର୍ ମହାପୁରୁକେ ଗୁହେର୍ କଲା ଏ ମହାପୁରୁ ତୁଇ ମୋର୍ ଗୁଲ୍ ଗୁଲା ନାଇଁ ଦେଖି ପାରବାର୍ କାଏଁ ,ମୁଇଁ ସିନା ନାଇଁ ଖାଏକରି ଛନେକ୍ ରହିଜିମି ମୋର୍ ର ପିଲା କେନ୍ତା ବଂଚବା । ଇ ବାଟେ ତ ହେତେ ଲୋକ୍ ଜାଉଛନ୍ କିହେ ଗୁଟେ ବି ମୋର୍ ଦୁକାନ୍ କେ ଚା ପିଇ ନାଇଁ ଆସବାର୍ ଇନ୍ତା ଭାବି ଭାବି ବିପିନ୍ ମନ୍ ଦୁଖ୍ ହେଲା ଆର୍ ମହାପୁରୁକେ ଗୁହେର୍ କରୁଥାଏ ।

ଦିନ୍ ମଇଧାନେ ବିପିନ୍ ଆର୍ ତାର୍ ପୋ ଗାଁର୍ ନଏଦ୍ କେ ଗାଧି ଗଲେ। ତାର୍ ପୋ ଭୋକେ ଛଟ୍ ପଟ୍ ହେଉଥାଏ ଆର୍ ତାର୍ ବୁଆକେ କହୁଥିଲା 'ବୁଆ ଗୋ ବୁଆ 'ମୋର୍ ପେଟ୍ ଜଲୁଛେ, ଖୁବ୍ ଭୋକ୍ ଲାଗୁଛେ । ବିପିନ୍ କାଣା କରିପାରବା ହାତେ ପଏସା ଅନେକ୍ ନାଇଁ କାଣା ଘିନି ଦେବା । ଦେଖ୍ଲା ନଏଦ୍ ତରାନେ ଥିବାର୍ ମସାନ୍ ପଦାନେ ଲିଆ ଲଡୁ ,କଦେଲ୍,ବିସ୍କୁଟ୍ ପରିଥିଲା । ବିପିନ୍ ପିଲାର୍ ଭୁକ୍ ଦେଖିକରି କାନ୍ଦିକାନ୍ଦି ସେ ପାଖୁନ୍ ଲିଆଲଡୁ ଆର୍ କଦେଲ୍ କେ ବେଟି ଆନିକରି ତାର୍ ପିଲାକେ ଖାଏବାକେ ଦେଲା ।

ନଏଦ୍ ନୁ ଫେର୍ ଦୁଇ ଲୋକ୍ ଦୁକାନ୍ କେ ଆସ୍ଲେ । ହେନ୍ତା ଚା ବନେକରି ଦୁକାନ୍ ନେ ବସ୍ଲା ବିପିନ୍ । ସେ ଦିନେ ବି ରାସ୍ତାନେ କେତେ ଲୋକ୍ ଆନାଜାନା କରୁଥିଲେନ୍ ଗୁଟେ ବି ହେନ ଥେବିକରି ଚା ନେଇ ପିଇ । ରାଏତ୍ ନେ ଖୁବ୍ ଧୁକା ଗରଲ୍ କଲା । ଚା ଦୁକାନ୍ ର କୁରିଆ ଭି ଉଲଟିଗଲା ।ପାଏନ୍ ରୋଜୋରୋଜୋ ମାରୁଥାଏ ଦୁଇ ବା ପୋ ଗୁଟେ ଗରଗଛ୍ ତଲେ ଚାକି ହେଇକରି ବସିଥାଆନ । ସେ ସମିଆନେ ଦୁଇଟା ମଦୁଆ ହେ ରୁଡେ ଆସୁଥିଲେନ ଆର୍ ବରଗଛ୍ ପାସେ ଥେବ୍ଲେ ।ମଦୁଆ ମାନଙ୍କର୍ ହୋସ୍ ନାଇଁ ଥାଇ ,ହେମାନେ ତାକର୍ ତାକର୍ ଭିତ୍ରେ କଥା ହେଲେ ସେ ଦେବି ମନ୍ଦିର୍ ଆର୍ କେତେ ଦୁର୍ ଅଛେ ହୋ ?ଗୁଟେ ମଦୁଆ ବେଲା ଇ ଖମାନେ ତ ଲେଖା ହେଇଛେ ୧୦ କିଲୋମିଟର୍ ।ଆର୍ ଗୁଟେ ମଦୁଆ କହେଲା ହେତକି ଦୁର୍ ଅଛେ ଦେଖ୍ କମ୍ କରିଦେଉଛେ ବେଲା ଆର୍ ଦଶ ଲେଖା ହେଲା ଜାଗାର୍ ସୁନ୍ କେ ବିଆର୍ ବତୁଲ୍ ନେ ଘାରି ଘାରି ଲିମ୍ଭେଇ ଦେଲା ଆର୍ କହେଲେ ଏବେ ସେ ଜାଗା ଗୁଟେ କିଲୋମିଟର୍ କରିଦେନି ଦେଖ୍ ବଏଲା । ଫେର୍ ପାଏନ୍ କମ୍ଲାକେ ଦୁଇ ମଦୁଆ ପଲାଲେ ହେନୁ ।

ସକାଲ୍ ପାଏଲ୍ ବିପିନ୍ କୁରିଆକେ ବନେ କରି ବନ୍ଧା ଛନ୍ଧା କଲା ଆର୍ ପୁଏଲ୍,ବଉଁସ୍ ନେ ଆଡାଆଡି କଲା ।ଫେର୍ ଚା ବନାଲା ଆର୍ ଦୁକାନ୍ ନେ ବସ୍ଲା । ଗୁଟେ ଲୋକ୍ କାର୍ ନେ ଆସ୍ଲା ଦେଖ୍ଲା କିଲୋମିଟର୍ ଖମାନେ ଏକ୍ କିଲୋମିଟର୍ ଲେଖା ହେଇଛେ ଆସ୍ଲା ଦୁକାନ୍ ପାଖେ ଥେବିକରି କହେଲା ବୋବା ସେ ଦେବି ମନ୍ଦିର୍ କେନ୍ ନେ ଅଛେ ,ବିପିନ୍ ଦସ୍ କିଲୋମିଟର୍ କହେଲା ।କାର୍ ବାଲା ବିପିନ୍ ସନେ ଛନେକ୍ କଥା ହେଲା ଆର୍ ଚା ଗୁଟେ ହେନ ପି' ଲା ।ବିପିନ୍ ହାତେ ପାଏସା କେ ଧର୍ଲାକେ ଖୁବ୍ ଉସତ୍ ହେଲା ଆର୍ ପାଏସାକେ ଚୁମା ଦେଇକରି ସାର୍ଟ ମୁନାନେ ଭରିଦେଲା ।ଫେର୍ ଛନେକ୍ ଗଲାକେ ଗୁଟେ ବସ୍ ନେ ଲୋକ୍ ମାନେ ଆସ୍ଲେ ଆର୍ ପଚାର୍ଲେ ସେ ଦେବି ମନ୍ଦିର୍ କେନ୍ ନେ ଅଛେ ବୋବା ବିପିନ୍ ଦସ୍ କିଲୋମିଟର୍ ବେଲା ।ବସର୍ ସଭେଁ ବାହାର୍ ଆସ୍ଲେ ଆର୍ ହେନ୍ ଚା ପି'ଲେ ।

ହେନ୍ତା ଖୁବ୍ ଲୋକ୍ କିଲୋମିଟର୍ ଖମାକେ ଦେଖିକରି ଚା ଦୁକାନ୍ କେ ଆସିକରି ପଛାରୁଥିଲେ ଆର୍ ଚା ଗୁଟେ ଗୁଟେ ପିଉଥିଲେ ।ବିପିନ୍ ବି ଖୁବ୍ ଖୁସ୍ ହେଉଥିଲା ଚା ବନେ ପିଉଛନ୍ ଲୋକ୍ ଦୁଇ ପାଏସା ମିଲୁଛ ଆର୍ ମୋର୍ ଘରର୍ ତେଲ୍ ନୁନ୍ ହେଉଛେ ବଲି ।

ହେନ୍ତା କେତିଦିନେ ଗଲା ବିପିନ୍ ଭାବ୍ଲା ଆଗ୍ ତ ଲୋକ୍ ମୋର୍ ଦୁକାନ୍ ପାସେ ଛନେକ୍ ବି ନାଇଁ ଥେବୁଥାଇ ଏବେ କେନ୍ତା ସଭେଁ ପଛାରୁଛନ୍ ଦେବି ମନ୍ଦିର କେତେ କିଲୋମିଟର୍ ବଲି ।ବିପିନ୍ କିଲୋମିଟର୍ ଘମା ପାସ୍କେ ଗଲା ଆର୍ ଦେଖ୍ଲା ହେନ୍ ସୁନ୍ କେ ମିଟେଇ ଦିଆ ହେଇଛେ ।ହେତିର୍ ଲାଗି ସଭେଁ ତାକେ କେତେ ଦୁର୍ ଅଛେ ବୋଲି ପଚାରୁଛନ୍ ବୋଲି ଜନ୍ଲା ଆର୍ ସାଙ୍ଗେ ସାଙ୍ଗେ ଦୁକାନ୍ କେ ଗଲା ଆର୍ ଧିବ୍ କାଠି ଗୁଟେ ଆନ୍ଲା ଆର୍ ହେନ୍ ଜଲାଇକରି କିଲୋମିଟର୍ ଖମାକେ ମୁଡିଆ ମାର୍ଲା । ସେ ଦିନନୁ ସଭେଁ ଦୁକାନ୍ ପାସେ ଥେବିକରି ଚା ପିଇଲେ ଆର୍ ବିପିନ୍ ଦୁଇ ପଏସା କମେଇକରି ତାର୍ ପୋ ସନେ ବନେ ଉସତ୍ ନେ ଚଲ୍ଲା ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


Rate this content
Log in