ଛଳନାର ଠକାମୀ
ଛଳନାର ଠକାମୀ
1 min
1.3K
କିଛି ସ୍ୱାର୍ଥ ଥିଲା ବୋଲି, ପଚାରୁଥିଲ ବେଶି,
ରହୁଥିଲ ଆଖେ ପାଖେ ବେଶି,
ଯେବେ ଜାଣିଲ ଅପୂର୍ତ୍ତି ରହିବ ଲୁଚିଥିବା ସ୍ୱାର୍ଥ,
ସେବେଠାରୁ ହେଲ ଦୂର , ଦେଖାଇ ବିଭିନ୍ନ ଆଳ ।
ଭାବିଛ ଅନ୍ୟକୁ ଠକେଇ,
ନିଜେ ଯିବ ରକ୍ଷା ପାଇ,
ହେଲେ ଠକି ଚାଲିଛ ତୁମେ କାହାକୁ ,
ପଚାର ପଚାର ଥରେ ନିଜେ ନିଜକୁ ।।
(© ଧରିତ୍ରୀ )