ତୁମେ
ତୁମେ
1 min
7.3K
ମୋ ପ୍ରେମର ଆଦ୍ୟ ତୁମେ
ଅନ୍ତ ମଧ୍ୟ ତୁମେ
ଜୀବନର କାମ୍ୟ ତୁମେ
ସ୍ଵପ୍ନ ମଧ୍ୟ ତୁମେ ।।
ଜୀବନର ଲକ୍ଷ୍ୟ ତୁମେ
କର୍ମ ମଧ୍ୟ ତୁମେ
ଶରୀରର ପ୍ରାଣ ତୁମେ
ଆତ୍ମା ମଧ୍ୟ ତୁମେ ।।
ହୃଦୟର ବାସ୍ନା ତୁମେ
କାମନା ବି ତୁମେ
ଶରୀରର କ୍ଷୁଧା ତୁମେ
ତୃଷ୍ଣା ମଧ୍ୟ ତୁମେ ।।
ଶିବାନନ୍ଦ ବନଛୋର
ଅଞ୍ଚଳ ମହାବିଦ୍ୟାଳୟ ,ପଦ୍ମପୁର