Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others Romance

2  

Disambar Meher

Others Romance

ହଲଦୀ ମାଖୀ

ହଲଦୀ ମାଖୀ

1 min
6.8K


ଚାଲି ଯାଇଥିଲୁ ଟରଟର

ପନତ୍ କେ ହଲେଇ ଫରଫର

ମାଖୀ ଥିଲୁ ହଲଦୀ ଗାଲେ

ମହକି ହାଉଥିଲା କଅଁର ।

କଅଁର ବାସେ

ରସିଆ ହେଲେ ଭଅଁର

ପେରେମର ଫାନ୍ଦେ ପଡ୍ଲି ମୁଁଇ

ମକେ ହେଲା ପେରେମର ଜର ।

ଆଖିନେ ଲଗାଇ କାଜଲ୍

ଗୁଡେ ବାନ୍ଧି ଥିଲୁ ପାଞ୍ଜଲ୍

ଦେଖି ତୋର ଆଖିର ଠାର୍ କେ

ଛାତି ହେଲା ହଲଚଲ୍ ।

ପରାକେ ଆଏସୁ ବୁଲି

ସମଲପୁରି କୁର୍ତା ପିନ୍ଧି

ହଲଦୀ ମାଖୀ ଦୁହି ଗାଲେ

ମୁଡେ ଗଜ୍ରା ବାନ୍ଧି ।

ଦେଖୁଥିସି ଆଏଁଖ ଚିରିଚିରି

ତୋର୍ ସୁନ୍ଦରୀ ଚେହେରାକେ

ଟିଆ ଦେଇଦେ ତୋର୍ ବୁଆକେ

ମାଗିଯିମି ଇ ଦଶ୍ରାକେ ।


Rate this content
Log in