ଭଙ୍ଗା ମନ
ଭଙ୍ଗା ମନ
1 min
6.8K
ଝରୁଥିଲା ଯେବେ ଲୁହର ଶ୍ରାବଣ
ଦେଖାଇଲ ତମେ ପହିଲି କିରଣ॥
ଯେତେବେଳେ ମନ ଥିଲା ମୋ ଉଦାସ
ଫୁଟାଇଲ ତମେ ମନେ ମୋର ହସ॥
ଜୀବନ ବସନ୍ତେ ପ୍ରଥମ ଅତିଥି
ଥିଲ ତମେ ମୋର ହୋଇଥିଲା ପ୍ରୀତି॥
ହେଲେ ଆଜି ସବୁ ହଜାଇ ବସିଛି
ଭାଙ୍ଗିଛି ମୋ ମନ ନାହିଁ ଆଉ କିଛି॥