ଶ୍ମଶାନ
ଶ୍ମଶାନ


ମଣିଷ ର ଜୀବନ ହେଉଛି ପାଣି ଫୋଟକା ସଦୃଶ|ଏ ଜୀବନ ଆଜି ଅଛି କାଲିକୁ ନଥିବ| ମନୁଷ୍ୟ ସବୁବେଳେ ତାର ଜୀବନ କୁ ସ୍ୱାର୍ଥଜନିତ କାର୍ଯ୍ୟ ରେ ଲିପ୍ତ କରିଥାଏ|ଯାହାକି କଦାପି ଠିକ ନୁହେଁ| କିିନ୍ତୁ ଏହା ମଧ୍ୟ ସତ୍ୟ ଯେ ମଣିଷ ମଣିଷର ଖୁୁସି କୁ ସହ୍ୟ କରିପରେନା|ଆଉ ଜଣ ଙ୍କ ଖୁୁସି ରେ ସେ କଣ ପାଇଁ ଖୁୁସି ହୋଇପାରେନା କିଏ ଜାଣେ ସେ କଥା, କେବଳ ସେଇ କଥାଟା ଭଗବାନ ଙ୍କୁ ଜଣାଥିବ|ମନୁଷ୍ୟ ଏଇ କ୍ଷୁଦ୍ର ରୁୁପକ ସଂସାର ରେ ନିଜେ ଆରାମ ଦାୟକ ଜୀବନ ଅତିବାହିତ କରିବା ପାଇଁ ଧନୀ- ଗରିବ କିଛି ଅନ୍ତର କରେନାହିଁ, ସେ କେବଳ ଦେଖେ ନିଜର ସ୍ୱାର୍ଥ ସ୍ୱାର୍ଥ ଓ ସ୍ୱାର୍ଥ| ସେ ନିଜର ସ୍ୱାର୍ଥ ପାଇଁଁ ଅତିରୁ
ଇତି କଦର୍ଯ୍ୟ ବ୍ୟବହାର ମଧ୍ୟ କରିବା ପାଇଁ ପଛଘୁୁଞ୍ଚା ଦିିିଏ ନାହଁ||ସେ ଜାଣେ ନାାହିଁ ଯେ ତାର ବର୍ତ୍ତମାନ ର କଲା କର୍ମମାନ ଏ ଜନ୍ମ ରେ ହିଁ। ଭୋଗିବାକୁ ପଡିବ|ଶେଷରେ ମୃତ୍ୟୁ ପରେ ସେଇ ସ୍ମଶାନ କୁ ହିଁ ଯିବାକୁୁ ହେବ|ଶ୍ମଶାନ ସମସ୍ତ୍ତ୍ତ ଙ୍କ ପାଇଁ ସେ ଗୋଟାଏ1,ଏହା ସେ ଜାଣିବା ଦରକାର,ସେଠି କୌଣସି ଧନୀ- ଗରିବ, ଉଚ୍ଚ -ନୀଚ,ଭେଦ-ଭାବ ର ବାଛ
ବିଚାର ନଥାଏ|ଗରିବ ମଲା ପରେ ମଧ୍ୟ ସେଇ ଶ୍ମଶାନ କୁ ଯାଏ ଏବଂ ଧନୀକ ବ୍ୟକ୍ତି ର ମୃତ୍ୟୁ ପରେ ମଧ୍ୟ ସେ
ଇ ସ୍ମଶାନ କୁ ଯାଇଥାଏ|
ଜୀବନ ଆରମ୍ଭ ହେବା ପୂର୍ବର ସାଥି-ମାତୃଗର୍ଭ,
ଜୀବନ ଆରମ୍ଭ ପରର ସାଥି-ପିିିତାମାତା ଓ ସ୍ୱାମୀ,
ଏବଂ ଶେଷରେ ମୃତ୍ୟୁ ପରର ସାଥି-"ଶ୍ମଶାନ"|