Tamalati Nag

Children Stories Inspirational Children

3  

Tamalati Nag

Children Stories Inspirational Children

ମୋ ପିଲାଦିନ

ମୋ ପିଲାଦିନ

1 min
203



ମନେପଡେ ଆଜି ସେଇ ପିଲାଦିନ ,

ମନେପଡେ ଆଜି ସେଇ ପିଲାଦିନ ।


ନଥିଲା କିଛି ପ୍ରତିବନ୍ଧକ ନଥିଲା କିଛି ବନ୍ଧନ

ସାଙ୍ଗ ହୋଇ ଖେଳୁଥିଲୁ ସାଙ୍ଗ ହୋଇ ବୁଲୁଥିଲୁ

ଯେଉଁ ସ୍ଥାନକୁ ଯାଉଥିଲୁ ଏକାସାଙ୍ଗରେ ଯାଉଥିଲୁ ।


ନଥିଲା କିଛି ସ୍ବପ୍ନ ନ ଥିଲା କିଛି ଲକ୍ଷ୍ୟ

ମନେପଡେ ଆଜି ସେଇ ପିଲାଦିନ,

ମନେପଡେ ଆଜି ସେଇ ପିଲାଦିନ।


ସକାଳୁ ଉଠୁଥିଲୁ ଖାଉଥିଲୁ ସ୍କୁଲ କୁ ଯାଉଥିଲୁ,

ସ୍କୁଲ ରୁ ଫେରିଲେ ପୁଣି ଟିଉସନ ଯାଉଥିଲୁ ।


ଟିଉସନ ରୁ ଫେରିଲେ ପୁଣି ମଜା ମସ୍ତି ଖେଳକୂଦ ହେଉଥିଲା

ଯାହାକୁ ଯାହା ଇଚ୍ଛା ସେ ସେଇ ଖେଳକୂଦ ରେ ମଜ୍ଜିଗଲା ।


ନଥିଲା କିଛି ମାନସିକ ଚାପ,

 ନଥିଲା କିଛି ଶାରୀରିକ ଚାପ ।


ମନେପଡେ ଆଜି ସେଇ ପିଲାଦିନ ,

ମନେପଡେ ଆଜି ସେଇ ପିଲାଦିନ।


 ଏଡ଼େ ଗୁର`ରୁଏଡ଼େ ହେଲା ଯାହା ଘରକୁ ସିଏ ଗଲା

 ନଥିଲା ଆଗାମୀ ଦିନ ପାଇଁ କିଛି ଯୋଜନା

ନଥିଲା ଆଗାମୀ ଦିନ ପାଇଁ କିଛି ସୂଚନା ।


ମନେପଡେ ଆଜି ସେଇ ପିଲାଦିନ,

ମନେପଡେ ଆଜି ସେଇ ପିଲାଦିନ।



Rate this content
Log in