Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ashis Kumar Swain

Others

5.0  

Ashis Kumar Swain

Others

ଈର୍ଷା

ଈର୍ଷା

1 min
562


ଈର୍ଷା ଜୀବନରେ ଏକ କ୍ଷତିକାରକ ଶବ୍ଦ । ଅନ୍ୟକୁ ସହି ନପାରିଲେ ଓ ହିଂସାତ୍ମକ ଭାବ ହୃଦୟ କନ୍ଦରରେ ଉଙ୍କି ମାରିଲେ ଈର୍ଷା ଭାବ ସୃଷ୍ଟି ହୁଏ ।

ସାୟନ ସମୟେ ପାଦେ ଚାଲି ଚାଲି ଖଣ୍ଡେ ଗାମୁଛା ପିନ୍ଧି ବସିଥାଏ ମୁଁ ନଇ ପଠାରେ । ମନରେ କେତେ କଣ୍ ଭାବ ଆଣି ପରିକଳ୍ପନା କରୁଥାଏ । ସେହି ସମୟରେ ଗାଁର ସମବୟସ୍କ ପିଲା ଦୁଇଚ୍ଚକିଆ ଯାନଧରି ପୋଖରୀ ତୁଠରେ ପହଁଚିଲେ । ମୁଁ ତୁଳନାତ୍ମକ ଦୃଷ୍ଟିରେ ଦେଖିଲି । ମୁଁ ପାଦେ ଚାଲି ଚାଲି ଆସିଲି କିନ୍ତୁ ଏମାନେ ରଙ୍ଗବେରଙ୍ଗ ପୋଷାକ , ମୋବାଇଲ ଏବଂ ଦାମିକା ଯାନ ସହ ଆସିଲେ । ମୋର ଗରିବି ପଣିଆ ଉପରେ ଧିକ୍କାର କରିବା ସହ ତାଙ୍କ ପ୍ରତି ଈର୍ଷା ଭାବ ମୋ ମନରେ ସୃଷ୍ଟି ହେଲା ।


Rate this content
Log in