STORYMIRROR

Harihara Behera

Others Romance

3  

Harihara Behera

Others Romance

ତୁମ ଯଉବନ ରୂପ ସୁନ୍ଦର

ତୁମ ଯଉବନ ରୂପ ସୁନ୍ଦର

1 min
13.9K


ତୁମ ଯଉବନ ରୂପ ସୁନ୍ଦର

ଲାଗ ସତେ କି ମନୋହର ।

ତୁମ ଉପରେ ଟୋକାଙ୍କ ନଜର

ତୁମ ରୂପରେ ଫିଦା ଏ ସହର ।

ସତେ ମୋତେ ଲାଗୁଚି ଡର

କାଳେ ହୋଇଯିବ ଆଉ କାହାର ।

ମୁଣ୍ଡେ ମଲ୍ଲୀ ଗଜରା ହାର

ମୋତେ ଲାଗ ଦିବ୍ୟ ସୁନ୍ଦର ।

ମୁଁ କରିଛି ତୁମକୁ ନିଜର

ମୋତେ କରିବନି କେବେ ପର ।

ସାତ ଜନମ କୁ ତୁମେ ମୋହର

ଭଲ ପାଇବା ବିଶ୍ୱାସ ଆମର ।

ତୁମ ଯଉବନ ରୂପ ସୁନ୍ଦର

ଲାଗ ସତେ କି ମନୋହର ।

Poet : HARIHAR

Date : 19/10/2018


Rate this content
Log in