STORYMIRROR

Gyanaranjan Sahoo

Romance

2  

Gyanaranjan Sahoo

Romance

ସ୍ପର୍ଶମୁଣିର ଗାଥା

ସ୍ପର୍ଶମୁଣିର ଗାଥା

1 min
113

ଜହ୍ନ ରାଇଜରେ ମନ ଘୁରୁଥିଲା

ତା' ଭିତରେ କଲ ଘର

ପରଶକୁ ତୁମ ନିଜର କରିଲି

ତୁମେ ହୋଇଗଲ ପର ।


ବଣିକ ବେଭାର ଜାଣି ମୁଁ ନ ଥିଲି

ପ୍ରେମେ ହାନି ଲାଭ କଥା

ନିକିତିରେ ଯେବେ ତୁମକୁ ତଉଲେ

ଭାରି ରହେ ମୋର ବ୍ୟଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance