Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Abstract

3  

Subhashree Behera

Abstract

ଶେଷ ଅଭିନୟ

ଶେଷ ଅଭିନୟ

1 min
172


ସବୁ ଅଭିନୟ ଏବେ ହେବ ଶେଷ

ଧୀରେ ମେଲିଯିବ ସବୁ ବେଶ

କେତେ ମିଛ କାନ୍ଦ କେତେ ହସ

ମୁଖା ଖୋଲିବ ମୁକୁଳା କେଶ

ଜୀବନ ଥାଉଁ ଥାଉଁ ଏବେ ନିଜକୁ ସଜାଡିବାର କର ପ୍ରୟାସ

କାରଣ ଥରେ ଭାଙ୍ଗିବ ଯଦି ସେ ରାଜ ଉଆସ

ସବୁ କାଳ ର କରାଳମୁଖୀ ରେ ହେବେ ଧ୍ଵଂସ ll


Rate this content
Log in