Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambaru Gouda

Others Children

4  

Dambaru Gouda

Others Children

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
207


ସ୍ବାଧୀନତା ଦିବସ

ଆଜି ପାଳିବା ଆସ

ମନ ଭରି ଯେତେ ସ୍ଲୋଗାନ

ଆମେ ଗାଇବା ଆସ ।


ଜାତୀୟ ପତକା ତଳେ

ରଙ୍ଗ ବେରଙ୍ଗ ଫୁଲକୁ 

ସଜେଇବା ମାଟି ମା'କୁ

ମୁରୁଜରେ ଆଙ୍କିବା ।


ସଞ୍ଚଳନ କରି କରିକା

ଜୟ ଧ୍ୱନି ଛାଡ଼ିବା

ଜନ ଗଣ ମନ ସାଥିରେ

ମିଷ୍ଟାନ୍ନ ଯେ ବାଣ୍ଟିବା ।


ସ୍ବାଧୀନତା ପରାଧିନତା

ସ୍ମରଣକୁ ଆଣିବା

ସଜାଗତାର ସେ ବାରତା

ସଭିଙ୍କୁ ଶୁଣାଇବା ।


ସମ୍ବିଧାନ କାହିଁ ଗଢିଲୁ

ଚୁମ୍ବକରେ ବୁଝିବା

ସ୍ବାଧୀନତା ଦିବସ

ଅର୍ଥ କୁ ଆଦରିବା ।


ନାଚ ଗୀତ ପ୍ରତିଯୋଗିତା

ବକୃତା ର ମଜା ନେବା

ଯୋଗ୍ୟ ବିବେଚିତ ଶିଶୁଙ୍କୁ 

ପୁରସ୍କୃତ କରିବା ।"


Rate this content
Log in