Dambaru Gouda
Others
ଅଶେଷ ସଂଘର୍ଷ ମୟ
ପୁଣି ଅଜବ ଏ ଯନ୍ତ୍ରଣା ପୂର୍ଣ୍ଣ
ଏ ଅଲଜ୍ୟା ଜୀବନଟା
ତଥାପି ଏ ମନ
ଛାଡି ପାରେନି ତା'ର
ଦ୍ରବୀଭୂତ ଅଭ୍ୟାସ
ସଦା ଜାରି ରଖିଥାଏ
ବଞ୍ଚିବାର ପ୍ରୟାସ
ପୁଣି ହାରିବା ଓ ହରାଇବାର
ଏ ସଂଗ୍ରାମରେ ବହୁରୂପୀ ଏ ଜୀବନ
ଆଶା ବାନ୍ଧେ ଏକ ନୂତନ ସକାଳ
ଆରେ ଏଇତ ଜୀବନ ।"
ତୁମକୁ ଦେଖିଲା ...
ତୁମ ପାଇଁ ମୁଁ ...
ଶୀତ
ଗଣତନ୍ତ୍ର
ଜୀବନ
ସପ୍ତରଙ୍ଗ
ମୋତେ ଡେଣା ଦୁଇ...
ଶୀତରାଣୀ
ବାପୁ
ଭାରତ ଜନନୀ