STORYMIRROR

Dambaru Gouda

Others

3  

Dambaru Gouda

Others

ବାପୁ

ବାପୁ

1 min
139

ବାପୁଙ୍କ ଜୟନ୍ତୀ ବାପୁଙ୍କର ଦିନ

ସବୁଆଡେ ବାପୁ କଥା

ଅହିଂସା ବଦଳେ ଅହିଂସା ର ପ୍ରକୋପ

ସାଜି ଅଛି ମୁଣ୍ଡ ବ୍ୟଥା

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ କୁ

ପାଳନ କରୁଛେ ସରବେ 

କୁହ କିଏ ଅଛି ନିଜେ ମାଡ଼ ଖାଇ

ନିଜ ଆଡୁ ମଥା ନଇଁବେ

ଗାନ୍ଧିଜୀ ଙ୍କର ଦେଶ ଅଟେ ରାମରାଜ୍ୟ

ବଦଳି ଗଲାଣି ସତେ

ମହାପୁରୁଷଙ୍କ ବେଶ ଧରି ଏଠି

ବୁଲନ୍ତି ରାକ୍ଷାସ କେତେ

ଗାନ୍ଧିଜୀ କହୁଥିଲେ ସଭିଙ୍କୁ ରେ ବନ୍ଧୁ

କହିବା ଆଗରୁ କରିବା

ଗୋଟେ ଗାଲେ ମାଡ଼ ଖାଇସାରି ପୁଣି

ଅନ୍ୟ ଗାଲ ଦେଖାଇବା ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍