ଫଗୁଣ ଆଗମନେ PROMPT 2
ଫଗୁଣ ଆଗମନେ PROMPT 2
1 min
2.9K
ସଖୀରେ
ତୋ ପ୍ରତୀକ୍ଷାରେ
ଭାସି ଆସେ
ବସନ୍ତ କୋଇଲିର
ମଧୁର ସ୍ୱର ।
ସ୍ୱାଗତ ଜଣାଉଛି
ସ୍ୱର୍ଣାଭ ସକାଳ
ଆଉ
ରଂଗ ବେରଙ୍ଗର
ପବିତ୍ର ହୋଲି ଖେଳ ।