Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

4  

baishnaba meher

Others

ଓଁ

ଓଁ

1 min
639



ଓଁ ରୁ ଜାତ ବ୍ରହ୍ମ,

ବ୍ରହ୍ମ ରୁ ଜାତ ନାଦ,

ନାଦରୁ ଜାତ ଶବ୍ଦ,

ଶବ୍ଦରୁ ଜାତ ସଙ୍ଗୀତ,

ସଙ୍ଗୀତରୁ ଶ୍ରୁଷ୍ଟି ନୃତ୍ୟ । 


ଓଁ ସଂସ୍କୃତିର ଆଦି ପ୍ରତୀକ,

ଜୀବନ ଓଁ ରେ ଆରମ୍ଭ,

ଆଉ...

ଓଁ ରେ ଶେଷ । 


ଓଁ ହେଉଛି ପ୍ରଣବ (ଆଦ୍ୟ ଧ୍ୱନି),

ବେଦ ଉଚ୍ଚାରଣ ପୂର୍ବେ,

ହୁଏ ଓଁ ର ଉଚ୍ଚାରଣ । 


ହିନ୍ଦୁ, ବୌଦ୍ଧ, ସିଖ୍ ଆଉ ଜୈନ,

କରନ୍ତି ଓଁ ର ଉଚ୍ଚାରଣ ।

ଅ,ଉ,ମ ରୁ ଓଁ ର ଶ୍ରୁଷ୍ଟି ଜାଣ,

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନି ନାମ,

ଶ୍ରୁଷ୍ଟି, ପାଳନ, ବିନାଶ ଓଁର ମାନ । 


ପ୍ରଣବ, ଓଁକାର, ଉଦ୍ଗିଥ, ଅକ୍ଷର

ଏସବୁ ଓଁ ର ଭିନ୍ନ ଭିନ୍ନ ନାମ ।

ଓଁ ଧ୍ୱନି ଜପ କଲେ ପ୍ରତିଦିନ,

ପ୍ରତୀକ୍ଷଣେ ପ୍ରଫୁଲ୍ଲ ରହିବ ମନ ପ୍ରାଣ । 



Rate this content
Log in