STORYMIRROR

Ramani Kanta Sahu

Children Stories Inspirational Children

3  

Ramani Kanta Sahu

Children Stories Inspirational Children

ମୁଁନୁଷ୍

ମୁଁନୁଷ୍

1 min
317

ଇ ଦୁନିଆଁ ଥି ପରେ ମୁନୁଷ   ଜାଏତ୍ ଗୁଟେ

ଫେର୍ କାଁଜେ କର୍ ସୁ ଏତେ ଭେଦ୍ ଭାବ୍

ମନ୍ଦିର୍ ଗଲେ ,ମସ୍ ଜିଦ୍  ନାଇଁ, ଚର୍ଚ୍ଚ ଗଲେ ନାଇଁ ଜାଉ ଗୁରୁଦ୍ୱାରା।


ଭଗବାନ୍ ଯଦି ଗୁଟେ,କାଁଜେ କର୍ ସୁ ଏତେ ନାଟ୍

ପର୍ ଛା ମନେ ସତ୍ ବାଟେ ଗଲେ ,

ପାଏବୁ ତାହାକୁ ପାଏବାର୍  ବାଟ୍ ।


ଡାକ୍ତର ଖାନା ଥି ଜୀବନ୍ ସାଙ୍ଗେ ଲଢ୍ ଲା ବେଲେ  ନାଇଁକରୁ ଭେଦ୍ ଭାବ୍

ଜେନ୍ ମୁଁନ୍ ସର୍ ରକତ୍  ନେସୁ,ନାଇଁ ଦେଖୁ ଜାତି ଧରମ୍

ରକତ୍ ନେଇ ବର୍ କସ୍  ହେଲେ,ଧରମ ନାଁ ଥି କର୍ ସୁ ମାର୍ ପିଟ୍ ହନାକଟା

ଇ ଟା ଆଏ କାଏ ମୁନୁସ୍ ଧରମ୍ ।


ଦୁଖର୍ ସମିଆ ଥି ଜେନ୍  ଭାବ୍ ଟା ରଖ୍ ସୁ ମନେ

ହେ ଭାବ୍  ଟା ଜଦି ରଖ୍ ତୁ ସବୁ ଦିନେ

ହେଇଯିବା ଆମର୍ ରାଏଜ୍, ରାମ୍ ରାଏଜ୍ 

ଛାତି ଫୁଲେଇ କହି ପାର୍ ବୁ 

ଏକ ଭାରତ୍  ଶ୍ରେଷ୍ଠ୍ ଭାରତ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍