Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Inspirational

0.4  

Prabhas Mohapatra

Inspirational

ମନ ବହି

ମନ ବହି

1 min
211


ମୋ ମନ ଏକ ସୁନ୍ଦର ପୁସ୍ତକ

ପଢିବାକୁ ଲାଗେ ଭଲ ।

ଜୀବନରେ କେତେ ପଢାଏ ଯେ ମତେ

ନ ନେଇ ସେ କିଛି ମୂଲ ।।୧


ନିତି ଶାସ୍ତ୍ର ପରି ଦେଇଥାଏ ଠାରି

ଜୀବନର ଭଲ ମନ୍ଦ ।

ସିଏ ମୋର ଗୁରୁ ଜନ୍ମ ପର ଠାରୁ

ଦେଇ ଥାଏ ମୋତେ କାନ୍ଧ ।।୨


Rate this content
Log in