Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitali priyadarsini Panda

Abstract Classics Inspirational

4.0  

Smitali priyadarsini Panda

Abstract Classics Inspirational

ମାନବ

ମାନବ

1 min
158



ମାନବ ହୋଇବି ବୁଦ୍ଧି ଅଟେ ହୀନ

ଧନ ଲୋଭେ ବେଇମାନ

ଧନ ଲାଗି ନିଏ ଅମୂଲ୍ୟ ଜୀବନ

ବୁଝି ନପାରେ ସେ ମନ।।


ଅହଙ୍କାର ଆଗେ ଭୁଲେ ବଡ଼ ସାନ

ଭୁଲିଯାଏ ପିଲା ଦିନ

ମାତା ପିତାଙ୍କୁ ଯେ କରେ ଅସମ୍ମାନ

ଭୁଲି ସବୁ ପାପ ପୁଣ୍ୟ ।।


ସମାଜେ ନାରୀର ଅପମାନ କରି

ଭୁଲେ ଭଲ ମନ୍ଦ ଜ୍ଞାନ

ସ୍ବାର୍ଥ ଆଗେ ତୁଚ୍ଛଲାଗେ ସବୁ

ଧିକ ତୋର ସ୍ବାଭିମାନ ।।


ଜୀବନ ଶେଷରେ ନଥିବ ଏ ଧନ

ଜାଣି ତୁ ହେଉ ଅଜ୍ଞାନ

ପାପ କର୍ମେ ତୁହି ପାଦ ଦେଇ ଆଜି

ହେଲୁ କେତେ ହୀନିମାନ ।।


Rate this content
Log in