STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଖୋଲା ଆହ୍ୱାନ

ଖୋଲା ଆହ୍ୱାନ

1 min
182

ଆଖି ଦୁରୁଷିଆ

ବହଳିଆ ଛାତିର ଶୁଭ ମହୁରତ ହେଲାବେଳେ

ଯଦି କେହି ଜଣେ ନିଜ ବାଁ ହାତରେ

 ଡ଼ାହାଣ ହାତର ନଡ଼ିଆଟାଏ ଶବ୍ଦlୟିତ କରେ

ଆଖିର ଦୁଇ ଡୋଳା 

ସମ୍ପର୍କିତ ହୁଅନ୍ତି ତତଲା ନିଃଶ୍ଵାସରେ

ଚଢ଼ିବାକୁ ବିଶ୍ୱାସର ସୋପାନ l

ଖିଆପିଆ ଭୁଲି

ଘିରିଘିରି ବୁଲି କରନ୍ତି ଖୋଲା ଆହ୍ୱାନ

ଆଉ ଯେତେବେଳେ ବିଜୟର ଐକ୍ୟତାନ 

ସବୁରି ମନ ଅଗଣା କାନ୍ଥରେ ପାଏ ସ୍ଥାନ

ସେଇ ଆହ୍ୱାନ ହୁଏ ଅନନ୍ୟ ଉଦାହରଣ

ଏଇପରି ଦେଖୁଥାଉ ଜଗତ :ଜୀବନ



Rate this content
Log in