STORYMIRROR

Tonish Rohidas

Others Children

3  

Tonish Rohidas

Others Children

କବିତା-ଗ୍ରୀଷ୍ମ ଋତୁରେ ଅଂଶୁଘାତ

କବିତା-ଗ୍ରୀଷ୍ମ ଋତୁରେ ଅଂଶୁଘାତ

1 min
263


ଆସିଛି ଆସିଛି ଗ୍ରୀଷ୍ମ ଋତୁ ଆସିଛି,

 ଧୀରେ ଧୀରେ ତାପମାତ୍ରା ବଡ଼ି ଚାଲିଛି।।

ଜୀବନ କୁ ଟିକେ ପ୍ରେମ କର,

ଘରେ ରହି ନିଜକୁ ରକ୍ଷା କର ।।

ଘରୁ ଯଦି ଯିବ ବାହାର 

କେତେ ବେଲେ ହେବ ଅଂଶୁଘାତ।।

ହାତେର ଧରିଲେ ଛତା ଓ ପାଣି ବୋତଲ

ନିଜଠୁ ଥିବ ଦୁରେ ଅଂଶୁଘାତ।।

ଭାରି ହୁଏ ଗରମ ଏ ଦେହ ସାରା

 ଥଣ୍ଡା ଖୋଜିବୁଲେ କେଉଁଠି ମିଳିବ ସାହାରା।।

ଯଦି ନିଜେ ନ ରହିବା ସାବଧାନ

କେତେ ବେଲେ ଚାଲିଯିବ ଏ ଜୀବନ।।

ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା,

କେମିତି ଅଂଶୁଘାତ ନ ହେବ ତାହା ପ୍ରତି ସାବଧାନ ହେବା।।

ବାହାରେ ଯାହାଙ୍କୁ ବୁଲିବା ଦେଖିବା,

 ତାଙ୍କୁ ଡାକି ସାବଧାନ କରିବା।।

ନିଜେ ବୁଝିବା ଆଉ ଅନ୍ୟ ଙ୍କୁ ବୁଝେଇ ଜୀବନ ରକ୍ଷା କରିବା।।

 ଆସିଛି ଆସିଛି ଗ୍ରୀଷ୍ମ ଋତୁ ଆସିଛି

 ତାପମାତ୍ରା ଧୀରେ ଧୀରେ ବଢ଼ି ଚାଲିଛି।।

ଅଗ୍ନି ପରି ବରଷା ହେଉଛି,

 ତାପମାତ୍ରା କେତେ ଯେ ବଢୁଛି।।

ନଇଁ,ପୋଖରୀ,ସବୁ ସୁଖୀ ଯାଉଛି,

ଜୀବ,ଜନ୍ତୁ,ସବୁ ଜଳ ବିନା ବ୍ୟାକୁଳ ହୋଇ ଗାଁ କୁ ଆସୁଛନ୍ତି ଧାଇଁ।।

ଯେଉଁଠି ଦେଖିବ ତାହାଙ୍କୁ ଜଳ ଟିକେ ଦେବା ନେଇ।।

ଯିବ ଜଗତ ହୁଏ ବ୍ୟାକୁଳ ଏ ମାସ ଯାକ ଭାରି ଦୁଃଖର।।

 ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ,

ଗଛ ମୂଳେ ବସି ନିଜକୁ ବଞ୍ଚାଇ ରଖନ୍ତୁ।।

   

   

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍