Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance Inspirational

3  

arun sahoo

Romance Inspirational

କବିତା ବନିତା ଲତା

କବିତା ବନିତା ଲତା

1 min
355



କବିତା ବନିତା ଆଉ ଲତା

ଜୀବନଟା ବୋଧହୁଏ ଏମିତି 

ମୁଁ ହିଁ କବିତା

ମୁଁ ହିଁ ବନିତା

ମୁଁ ହିଁ ଲତା ।୧।


ଅଭାବ ସହିତେ କବିତା ଲତା

କବିତା ରଚନା ନୁହେଁ ସହଜ

କଲମ କାଳିରେ ହେବ ଜୀବନ୍ତ

ହୃଦୟେ କବିତା ଜାଳିବ ସଳିତା।୨।


କବିତା ମୋହର ବନିତା ସାଜିଛି

ଲତାକୁ କରିଛି ଆପଣାର

କେବେ କବିତାର ପ୍ରେମିକ ହୋଇ

ସାଜିଛି ସିଦ୍ଧା ବନିତା ।୩।


ତୁମେ କହିଦିଅ ମୋ ମନର କଥା

ହେ କବିତା ବନିତା ଲତା ।୪।



Rate this content
Log in