Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Abstract

5.0  

Dipti lekha Mishra

Abstract

ଜିଇଁବାର ଅର୍ଥ

ଜିଇଁବାର ଅର୍ଥ

1 min
254


ଜୀବନର ପ୍ରତିଟି ମୂହୁର୍ତ୍ତ ସଂଘର୍ଷମୟ

ତାକୁ ଆମକୁ ହିଁ ସମ୍ଭାଳିବାକୁ ହେବ

ଜିଇଁବା ପାଇଁ ହେଲେ ପ୍ରତି ଜୀବକୁ

ସଂଘର୍ଷ କରି ବଞ୍ଚିବାକୁ ହିଁ ହେବ ॥


କଷ୍ଟ କି ବାଧକତା ଯଦି ନଥାନ୍ତା

ଆମେ ସ୍ବାଦକୁ ବି ଜାଣିପାରନ୍ତେନି

ତା ପ୍ରତିଦାନରେ ଯେ ଆମକୂ ଆମେ

ଶକ୍ତିଶାଳୀ କେବେ କରିପାରନ୍ତେନି ॥


ସୄୄୄୄୄୄୄୄୄଷ୍ଟିର ସବୁ ଜୀବମାନେ ନିଜକୁ

ସଂଘର୍ଷ କରି ହିଁ ଆଗକୁ ଚାଲନ୍ତି

ଆଉ ପ୍ରତି ପାଦରେ କଣ୍ଟା ଫୁଟିଲେ

ତାକୁ ବି ସାମ୍ନା କରିବା ଶିଖିଯାନ୍ତି ।


ଫୁଲ ଗଛରେ ଥାଈ ସଂଘର୍ଷ କରେ

ତଥାପି ସେ ନିତି ନିତି ହସୁଥାଏ

ମାଳିର ହାତ ବାଜିବା ପରେ ପରେ

ତୋଳିନେବା ର କଷ୍ଟ ବି ସହିଯାଏ ॥


ଆମେ ହେଲେ ସୁନ୍ଦର ସୃୄୄୄୄୄୄଷ୍ଟି ସ୍ରଷ୍ଟାର

ବହୁତ ଜାଣିବା ଆଉ କହିବାର

ଆମକୁ ପ୍ରସ୍ତୁତ ରଖିବା ଯେମିତି

ନିର୍ଦ୍ଦେଷ ମିଳିବ ଆମ ସ୍ରଷ୍ଟାଙ୍କର ॥



Rate this content
Log in