STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଗୁରୁ ୨

ଗୁରୁ ୨

1 min
147


ଗୁରୁ ତୁମକୁ କୋଟି ପ୍ରଣତି

ତୁମରି ପାଦ ତଳେ ଭକତି

ଗୁରୁ ତୁମେ ମୋ ଜ୍ଞାନ ଦାତା

ଗୁରୁ ତୁମେ ମୋ ମୁକ୍ତି ଦାତା ।


ଗୁରୁ ତୁମେ ମୋ ମାର୍ଗ ଦର୍ଶକ

ଗୁରୁ ତୁମେ ମୋ ପଥ ପ୍ରଦର୍ସକ

ଗୁରୁ ତୁମେ ମୋତେ ଦେଲ ଆତ୍ମ ଜ୍ଞାନ

ଗୁରୁ ତୁମେ ମୋ ହରି ନେଲ ଅଜ୍ଞାନ ।


ଗୁରୁ ଙ୍କୁ ନ ମଣିବ ନର

ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁ ତୁମେ କରୁଣା ମୂରତି

ଗୁରୁ ତୁମେ ମୋ ପ୍ରଗତି ।


ଆସ ପୁଜିବା ଗୁରୁ ପାଦକୁ

ଶୁଣିବା ଗୁରୁ ଙ୍କ ଜ୍ଞାନ କୁ

ଗୁରୁ ବିନା ନିଜର କେହି ନାହିଁ

ଗୁରୁ ଏକା ଆମରି ପାଇଁ ।


ଗୁରୁ ଙ୍କ ଦର୍ସନେ ଦୁଃଖ ଯିବ

ଗୁରୁ ଙ୍କ ବିନା ଜୀବନ ତୁଛ ହେବ

ଗୁରୁ ଆମ ସାହା ଭରସା 

ଗୁରୁ ଦେଖାନ୍ତି ଜଗତ ଦିଶା ।


Rate this content
Log in