STORYMIRROR

Naheda Shaheen

Others

3  

Naheda Shaheen

Others

ଗାଁ ଓ ମାଁ

ଗାଁ ଓ ମାଁ

1 min
176

ମୋ ଗାଁ ଟି ମୋ ମାଁ ପରି

ସେନେହ ବାରି ଢାଳେ

ଠିକ୍ ଜନନୀ ସମ 

ନିତି ପ୍ରୀତି ଝରାଏ

ଭୋକ ଶୋଷର ଦାରୁଣ ଆଘାତରୁ

ନିଜ ଛାତି ଚିରି ଶସ୍ୟ ଯୋଗାଏ।

କେତେ ଯେ ଅଳି ଅର୍ଦ୍ଦଳି ସହିଛି ଆମ ମାଁ

ଗାଁ ନୁହେଁ ସେ ତ ଆମ ମାଁ।


Rate this content
Log in