STORYMIRROR

Brundabana Pradhan

Others

2  

Brundabana Pradhan

Others

ଏଇ ସେ କି ଏକଲବ୍ୟ......

ଏଇ ସେ କି ଏକଲବ୍ୟ......

1 min
99

ଦୂର ଦୂରାନ୍ତରରେ

ଥାଇ ବି 

ଜାଣି ପାରେ

ବୁଝି ପାରେ

ଅକ୍ତିଆର କରିପକାଏ 

ଜ୍ଞାନ ସବୁକୁ 

ସାଉଁଟି ନିଏ।

ପରଖି ନିଏ 

ନିଜକୁ 

ନିଜ ଜୀବନଠୁ 

ବି ବେଶୀ 

ଭଲପାଏ ତା ଗୁରୁ 



Rate this content
Log in