ଦାୟିତ୍ବ
ଦାୟିତ୍ବ

1 min

76
ଦାୟିତ୍ବ ହିନ ହୋଇଲେ ମଣିଷ
ହୁଏ ତାର ସର୍ବନାଶ
ଅତି ସହଜରେ ବିପତ୍ତି ଆସଇ
ଗ୍ରାସଇ ଯେ କାଳଫାଶ
ଦାୟିତ୍ବାରେ ଯଦି କାମ ସମ୍ପୂର୍ଣ୍ଣ କରିବା
ସବୁଠି ପାଇବା ପ୍ରଶଂସା
ଧିରେ ଧିରେ ଆମେ ଲକ୍ଷରେ ପହଞ୍ଚିବା
ପୂର୍ଣ୍ଣ ହେବ ସବୁ ଆଶା
ସେଥି ପାଇଁ ମୁହିଁ କହୁଅଛି ବନ୍ଧୁ
ଦାୟିତ୍ବ ପ୍ରତି ଦିଅ ଧ୍ଯାନ
ସହଜେ ସବୁଠି ହୋଇବ ପ୍ରଶଂସା
ମିଳିବ ତୁମକୁ ସମ୍ମାନ ।