Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Others

2  

Jagabandhu Sahu

Others

ଦାୟିତ୍ବ

ଦାୟିତ୍ବ

1 min
73


ଦାୟିତ୍ବ ହିନ     ହୋଇଲେ ମଣିଷ

      ହୁଏ ତାର ସର୍ବନାଶ

ଅତି ସହଜରେ     ବିପତ୍ତି ଆସଇ

    ଗ୍ରାସଇ ଯେ କାଳଫାଶ

ଦାୟିତ୍ବାରେ ଯଦି କାମ ସମ୍ପୂର୍ଣ୍ଣ କରିବା

   ସବୁଠି ପାଇବା ପ୍ରଶଂସା

ଧିରେ ଧିରେ ଆମେ ଲକ୍ଷରେ ପହଞ୍ଚିବା

    ପୂର୍ଣ୍ଣ ହେବ ସବୁ ଆଶା

ସେଥି ପାଇଁ ମୁହିଁ     କହୁଅଛି ବନ୍ଧୁ

     ଦାୟିତ୍ବ ପ୍ରତି ଦିଅ ଧ୍ଯାନ

ସହଜେ ସବୁଠି   ହୋଇବ ପ୍ରଶଂସା

     ମିଳିବ ତୁମକୁ ସମ୍ମାନ ।


Rate this content
Log in