Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Abstract

5.0  

Krushna Chandra Dakua

Abstract

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
365


ବିନ୍ଦୁଏ ସିନ୍ଦୂର ହୋଇପାରେ 

କାହା ପାଈଁ ଖେଳନା

ହେଲେ ତାହା'ତ 

ଦୁଇ ଆତ୍ମା ମଧ୍ୟରେ ସମ୍ପର୍କ ଖିଅ

କିଏ ବା କଣ ତାକୁ ଭାବିପାରେ 

ହେଲେ ବାସ୍ତବରେ ତାହା 

ପାପ ପୂଣ୍ୟର ପବିତ୍ର ବନ୍ଧନ

ଦୁଃଖର ବିଷୟ ଆଜି ତାହା ଖେଳନା

କାହା ଉପରେ କାହାର 

ବିଶ୍ୱାସ ଭରଷା ରହୁନାହିଁ

ନିଜେ ନିଜର ଭାବନା ରାଇଜରେ ବିହଙ୍ଗ 

କିନ୍ତୁ ଜଣା ନଥାଏ 

ତାହାର ପରବର୍ତ୍ତୀ ଅବସ୍ଥା କଣ ହେବ !


Rate this content
Log in