STORYMIRROR

Chinmayee Kanar

Romance Tragedy Fantasy

4.0  

Chinmayee Kanar

Romance Tragedy Fantasy

ମୁଁ କିଏ ,ତୁମେ କିଏ !

ମୁଁ କିଏ ,ତୁମେ କିଏ !

2 mins
14

ତୁମେ ଜହ୍ନ ରାତିରେ ସୁନ୍ଦର ମରିଚିକା ଅଟ,

ମୁଁ କାହାର ପଛେ ପଛେ ଚାଲୁଥିବା ଛାଇ।

ଲୋକେ ତୁମ ନିକଟକୁ ଦୌଡ଼ି ଯାଆନ୍ତି ,

ଆଉ ମୁଁ ସେ ପଛେ ରହିଯାଇଥିବା ଛାଇ।


Rate this content
Log in

Similar english poem from Romance