I'm Sasmita and I love to read StoryMirror contents.
ତୋ ବିନା ଆନ ଗତି ନାହିଁ ଅଭିମାନୀ ଏ ମନ ମୋର ଲୀଳା ତୋହର ବୁଝେ ନାହିଁ || ତୋ ବିନା ଆନ ଗତି ନାହିଁ ଅଭିମାନୀ ଏ ମନ ମୋର ଲୀଳା ତୋହର ବୁଝେ ନାହିଁ ||
ହାତ ଧରି ନେ ମୋର ସଖା ତୁ ଅଟୁ ଏକା ମୋ ନିଜର || ହେ କଳାଠାକୁର… ହାତ ଧରି ନେ ମୋର ସଖା ତୁ ଅଟୁ ଏକା ମୋ ନିଜର || ହେ କଳାଠାକୁର…
ତୁମ ଚାଲିଯିବାର ଅଭିମାନରେ……… ତୁମ ଚାଲିଯିବାର ଅଭିମାନରେ………
ପରିଚୟ ବି ମିଳିନି ରାତିକର ବନ୍ଧୁତାରେ ଏ ମନ ଜମା ବୁଝୁନି କିଛି ତ ମିଳିନି ପରିଚୟ ବି ମିଳିନି ରାତିକର ବନ୍ଧୁତାରେ ଏ ମନ ଜମା ବୁଝୁନି କିଛି ତ ମିଳିନି
ମୁଁ ପାଇଯିବି ଆତ୍ମସନ୍ତୋଷ ତୁମ ମନରେ ଥିବ ଗୁଡାଏ ଅବଶୋଷ ତଥାପି ମୁଁ ତୁମ ପାଇଁ ଜଳୁଥିବି ଆକାଶରେ ତାରାଫୁଲ ସାଜି ରହ... ମୁଁ ପାଇଯିବି ଆତ୍ମସନ୍ତୋଷ ତୁମ ମନରେ ଥିବ ଗୁଡାଏ ଅବଶୋଷ ତଥାପି ମୁଁ ତୁମ ପାଇଁ ଜଳୁଥିବି ଆକ...
ପୁଣି ମିଶିଯିବାକୁ ହୁଏ ଜୀବନର ସ୍ରୋତରେ ଖୁବ୍ ନୀରବରେ....ll ପୁଣି ମିଶିଯିବାକୁ ହୁଏ ଜୀବନର ସ୍ରୋତରେ ଖୁବ୍ ନୀରବରେ....ll
ପାଏନି ତା ପରିଚୟ ମରୀଚିକା ପଛେପଛେ ସମୟଟା ସରିଯାଏ ସେଇ ଅଜଣା ବାଟରେ || ପାଏନି ତା ପରିଚୟ ମରୀଚିକା ପଛେପଛେ ସମୟଟା ସରିଯାଏ ସେଇ ଅଜଣା ବାଟରେ ||
ତୁ ରୁଷି ଗଲେ ମୋ ଦୁନିଆଟା କିଟ୍ ମିଟ୍ ଅନ୍ଧାର.... ତୁ ରୁଷି ଗଲେ ମୋ ଦୁନିଆଟା କିଟ୍ ମିଟ୍ ଅନ୍ଧାର....
ମୁକ୍ତିର ପଥ ଖୋଜନ୍ତି ଅଭିମାନ ଭରା ଆଖିର ଦୁଇ ଧାର ଲୁହ ଅଧାଶୁଖା ରହିଯାଏ ମୁକ୍ତିର ପଥ ଖୋଜନ୍ତି ଅଭିମାନ ଭରା ଆଖିର ଦୁଇ ଧାର ଲୁହ ଅଧାଶୁଖା ରହିଯାଏ
ତଥାପି ଏ ମନ କାହିଁ ହୁଏ ଆନମନା ପ୍ରେମ ବିନା ଦୁନିଆରେ କେବେ ବଞ୍ଚି ପାରେନା || ତଥାପି ଏ ମନ କାହିଁ ହୁଏ ଆନମନା ପ୍ରେମ ବିନା ଦୁନିଆରେ କେବେ ବଞ୍ଚି ପାରେନା ||