Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



gouranga charan beura  

"Literary Colonel"


ଉପମାକ୍ଷୀ

Others

ଉଷ୍ମ ନୀଡ ଝୁଲେ ଶୀତଳ ସମୀରେ ସତେ କି ସେ ରଜ ଦୋଳି, ମାଆର ଚଂଚୁରେ ଶାବକର ଚଂଚୁ ଅବା ବଇଶାଖି କେଳି ॥



1    141 0

ନିତ୍ୟ ବୈକୁଣ୍ଠ

Others

ଘର ମଥାନରେ ଡାମରା କାଉର ଶୁଭୁଛି ଘୋର ଦୁନ୍ଦୁଭି, ଶାନ୍ତିଦୋକ ଜଳେ ଗାଆଁ ଦାଣ୍ତ ହସେ ପାଇ ଶାନ୍ତିର ସୁରଭି ॥



1    1 0

ଶହୀଦ

Tragedy

ଜାଗିଉଠ ସର୍ବେ ହେ ସୁପ୍ତ ଜନତା ଜାଗିଉଠୁ ଦେଶପ୍ରେମ, ଦେଇ ଶ୍ରଦ୍ଧାଂଜଳି ସହୀଦ ଆତ୍ମାଂକୁ ରଚ ନବ ବୃନ୍ଦାବନ ॥



1    22 0

ପ୍ରେମ କୁଆଁରୀ

Romance

ସୁନା ଚଢେଇ........ ଆଖିମାରେ ଅଧା ଚାନ୍ଦକୁ ଚାହିଁ.......॥ ସୁନ୍ଦରୀ ତନୁରେ କାଳ ବୈଶାଖି,



1    5 0

ଅଶାନ୍ତ ଝଡ

Tragedy

ଅଶାନ୍ତ ଝଡରେ ଜୀବେ ଉବୁଟୁବୁ ଅଶାନ୍ତ ଆଜି ସମାଜ, କାଳ ବୈଶାଖିର କାଳ ଭଊଁରୀରେ ପାଳୁଛନ୍ତି ରଜୋତ୍ସବ ॥



1    0 0

ପାହାଡିକନ୍ୟା

Others

ତୋ ଜଳେ ଭାସନ୍ତି ବିହଂଗମ ଜାତି କରୁଥାନ୍ତି ପ୍ରେମେ କେଳି, ପ୍ରଭାତ ଯାମିନୀ ଉଦେ ଦୀନମଣୀ ସଦା ହେଉଥାନ୍ତି ଭାଳି ॥



1    5 0

କଳା ସାଆନ୍ତ

Others

ବରଷକେ ଥରେ ନନ୍ଦିଘୋଷ ପରେ ଭକ୍ତକୁ ଦିଅ ଦର୍ଶନ, କି ଗୁଣ ଗାଇବି ବିଶ୍ୱ ନିୟତାଂକ ଅଟେ ମୁଁ ଛାର ଅଜ୍ଞାନ ॥



1    22 0

ଅମୃତାଗ୍ନି

Others

ବାରୁଦ ବଲୟେ ସାଜି ମହାକାଳ ପ୍ରଳୟ ଆଣି ମହୀରେ, କେଉଁରୂପେ ରୂପ କିବା ଅପରୂପ ସାଜିଥାଇ ଏ ଧରାରେ ॥



1    138 28

ଅଭିମାନିନୀ ବର୍ଷା

Others

ତୋ ପାଦେ ବନ୍ଦନା କରେ ଏ ଜଗତ ମାନ ତେଜ ବର୍ଷାରାଣୀ, ବୁହାଇ ତୋ ଧାର ପ୍ରାଣୀଂକୁ ଉଦ୍ଧାର ସଭିଏଁ କରୁ ମାଗୁଣୀ ॥



1    13.4K 6

ଅଭିମାନିନୀ ବର୍ଷା

Others

ତୋ ଆଶିଷ ହେଲେ ହସିବ ଜଗତ ହସିବ ଏ ବସୁନ୍ଧରା, ରୁକ୍ଷ ଭୂଇଁ ହେବ ସବୁଜ ବଳୟ ହସିବେ ଜଗତ ସାରା ॥



1    7.0K 3

ବରଷାରାଣି

Inspirational

ଛତୁ ସାଜିଥାଏ ଧରଣୀର ଛତ୍ର ପୃଥିବୀ ଯେ ଛତ୍ରପତି, ନଦୀ ପୁଷ୍କରିଣୀ ବୋହୁ ସାଆନ୍ତାଣୀ ପାଛୋଟି ବରଷାରାଣୀ....



1    6.4K 12

ମନ ମଇନା

Romance

ବିଛାଇ ଦେଇଛ କୁଂଚିତ ଗଜରା ନୟନରେ କାମଶର, ଭୃଲତା ନିନ୍ଦଇ ନଭ ବାଳଇନ୍ଦୁ ଗ୍ରୀବା ଦିଶେ ମନୋହର ॥



1    6.6K 6

ମନ ଅନୁପମ

Inspirational

ଅନୁପମ ତବ ରତ୍ନ ସିଂହାସନ.. ଅନୁପମା ଦେବଦାସୀ, ଅନୁପମ ଘର ଆନନ୍ଦ ବଜାର ଉପମାର ବାରଣାସୀ ....



1    6.8K 8

ପିତୃ ଦିବସରେ ପ୍ରିତି ଅର୍ଘ୍ୟ

Inspirational

କର୍ତ୍ତବ୍ୟ ରଥରେ ପିତାମହ ଭୀଷ୍ମ ଦୁଃଖ ରଥେ ଯୁଧିଷ୍ଠିର, ସେନେହ ରଥରେ ଥିଲ ସଖା କୃଷ୍ଣ ଦଣ୍ତ ରଥେ ଥିଲ ଭୀମ



1    6.9K 7

ଫଗୁସିକ୍ତା..

Romance

ଫଗୁଣ ଆକାଶେ ତୁମେ ଶୁଭ୍ର ଜ୍ୟୋସ୍ନା ଫଗୁଣ ରୂପ ମାଧୂରୀ ॥



1    6.8K 7

ଉପନୟନୀ

Romance Abstract Others

ଉପମା ମଣ୍ତଳେ ତୁମେ ଧୃବତାରା ଉପମିତ ଗୋ ସୁନ୍ଦରୀ...



1    6.7K 6

ବିନନ୍ଦିନୀ

Romance

ମାନସ ପଟ୍ଟର ସୁରଭି କୁନ୍ତିକା ମାନସର ଜାଇଫୁଲ, ମାନସ ଉଦ୍ୟାନେ ପ୍ରଜାପତି ତୁମେ ମାନସେ ଚମ୍ପା ମଂଜୁଳ ॥



1    6.5K 8

ମୃଣାଳିନୀ

Romance Abstract Others

ସପନ ଆଖିରେ ପୁଳାଏ ସପନେ ମୋତେ ଦେଉଅଛ ଜାଳି...



1    6.6K 8

କୃଷ୍ଣା..???

Romance Others

ଉପମାର ପଦୁଅଁ କଢିରେ, ତୁମେ କୁଂଜବନର ରାଧା



1    6.6K 4

ଶାଗୁଣା ବିଲୁଆ ଚିକିତ୍ସକହେଲେ..

Tragedy Inspirational Others

କେତେ ଅନୁନୟ ବିନୟ ହୋଇଲା ବିଭୂ ପାଦେ ଆଶ୍ରା କରି, ମାଂସ ଲୋଭି ନର ପିଶାଚ କବଳେ ଧୋଇ ଗଲା ସତୀ ଶିରୀ ॥



1    6.9K 3

ଶାଗୁଣା ବସିଛି ଡେଣାମେଲାଇ

Tragedy Others

ଶୁଣିଥିଲା କାନ କୀଚକ ବଳରେ ବିରାଟ ଥିଲେ ତ ରାଜା, ସେହି ବଳ ଆଜି କାଳଫାସ ହେଲା ବୁଝନ୍ତି ନାହିଁ ପରଜା ॥



1    6.7K 1

ନମସ୍ୟା

Tragedy Others

ନ୍ୟାୟ ମିଳିଲାନି ଦ୍ୱାର ଦ୍ୱାର ବୁଲି ଫାଇଲି ଗଲାତ ଉଡି, ଆଇନୀରେ ବେଢି ହାତରେ ଶିକୁଳି ଦପ୍ତର କଲା ଭେଳିକି ॥



1    6.7K 5

ଦେଶପ୍ରେମୀ ସୁଭାଷ

Inspirational

ବୀର ପ୍ରସବିନୀ ଭାରତ ମାଟିରେ ତୁମେ ଥିଲ ଶ୍ରେଶ୍ଠ ବୀର,



1    6.8K 1

କଳା କାଇଁଚ..?

Inspirational Abstract Others

ଜପି ତୁମ ନାମ ହୋଇବି ମୁଁ ଧନ୍ୟ ରହି ନିତ୍ୟ ତୁମ ପାଶ...



1    7.1K 6

ପାହାଡର ଡାକ..??

Abstract Others

ଧ୍ୱଂସର ଯାତ୍ରୀ ସାଜିଛି ବସୁନ୍ଧରା ଭଗ୍ନ ଚକରେ ସମୟ ଧାଉଁଛି



1    6.4K 5

କାଉଁରୀ କନ୍ୟା

Romance

ସପନର ସତେ ସେ ରାଜଜେମା... ବିହି ତୁଳିକାରେ କେତେ ଉପମା ॥ ଗାଉଁଲି ଝିଅ ସେ ପଲ୍ଲୀ ସୁନ୍ଦରୀ.... ପ୍ରେମ ବଳୟରେ ଭରା କାଉଁରୀ ॥



1    6.9K 5

ଶୀତ

Fantasy Others

କୃଷକ ଭାଈ କାଟଇ ଶସ୍ୟ ଆନନ୍ଦେ ଗୀତ ଗାଇ ଘର ଘରଣୀ ଘର ସଜାଇ ଗୃହେ ଲକ୍ଷ୍ମୀ ଆଣଇ ॥



1    6.5K 4

ନାଟୁଆ ଠାକୁର

Others

ତୁଟିଛି ତିମିର ଉଇଁଛ ଭାସ୍କର ଆଲୋକିତ ଏ ସଂସାର, ଥିଲା ଯାହା ସୁପ୍ତ କରିଲ ଜାଗ୍ରତ କଲ ଜୀବନ ସଂଚାର ॥



1    13.8K 7

ସାହିତ୍ୟପିତା ଫକୀରମୋହନ

Others

ଜନମିଲ ସଂକ୍ରାନ୍ତିରେ ଗଲ ସଂକ୍ରାନ୍ତିରେ, ଛାଡିଗଲ ଅୟ ଯଶ ଏ ପୂଣ୍ୟ ମହୀରେ, ଲୁଚୁଥିଲେ ଦିନମଣି ମୁହଁକୁ ଲୁଚାଇ, କାନ୍ଦୁଥିଲେ କବିଗଣ ଲୋତକ ଗଡାଇ



1    13.3K 8

ହସୁଛି ଶବ କାନ୍ଦୁଛିକନ୍ୟା.??

Abstract

ହସ ବଳୟରେ ସାହାନାଇ , "ରାମ ନାମ ସତ୍ୟ ହେ" ର କରୁଣ ଚିତ୍କାର. ମହାଯାତ୍ରାର ଦୁନ୍ଦୁଭି,



1    6.8K 6

ଚାରୁଭାସୀ.....??

Romance Abstract Others

ବିବାହ ବେଦୀରେ ସାହାନାଇ..



1    1.2K 2