Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Biswa Bharati Dash   Author of the Year 2018 - Nominee

"Literary Colonel"


ଲେଉଟାଣି

Others Romance

ପୁଣି ଥରେ ନୂଆ କରି ସବୁକିଛି ..... ମୁଁ ଆଉ ତୁମେ, ତୁମେ ଆଉ ମୁଁ ..... ଏ ଦୁନିଆ ଥିଲେ ଥାଉ, ଅବା ଗଲେ ଭାସିଯାଉ ...



1    6.5K 11

ଶାଶ୍ଵତ ପ୍ରେମ

Others

ଏଇ ତ ଶାଶ୍ୱତ ପ୍ରେମ , ପୂର୍ଣ୍ଣ ହୁଏ ମନସ୍କାମ , କୃଷ୍ଣ ନାମ ବଦଳରେ , ନେଲେ ତା ପ୍ରେମିକା ନାମ



1    7.1K 7

ନୀଳ ତୃଷ୍ଣା

Inspirational

ନୀଳମାଧବ ସେ ଆହା ସେ ନୀଳଶଇଳ , ନୀଳ ନୀଳ ତାର ସତେ ନୟନ ଯୁଗଳ.....



1    6.8K 5

ନିର୍ଲିପ୍ତ

Romance

ତୁମର ପ୍ରତିଟି ଅସ୍ଥିରତାଟିରେ ସ୍ଥିର ରହିଥିବା ପ୍ରକୃତି ମୁଁ !!



1    1.1K 9

ପ୍ରାପ୍ତି

Others

ସଂସାର ସୁଅରେ ଝାସ ଯେ ଦେଲି ଅପ୍ରାପ୍ତିରେ ସର୍ବହରା ହିଁ ହେଲି....



1    6.9K 13

ଆନମନା

Others

ସବୁ ପ୍ରେମ ବୋଧହୁଏ ସେ ଶୋଷି ନେଇଛି ସେଥିପାଇଁ ବେଶ୍ ଖୁସି ଅଛି... ହେଲେ ମୁଁ , କାହିଁକି



1    6.6K 4

ନଦୀର ନାମ ଅଳସକନ୍ୟା

Fantasy Romance

କାହିଁ ତୁମେ କେବେ ମୋ ପାଇଁ ତ ଝୁରନି ? କାହିଁ ତୁମେ ମୋ ପରି ତୃପ୍ତ ହୋଇ ରୁହନି ? କାହିଁ ତୁମେ ମୋ ପରି ଭାଗ ହୋଇ ପାରନି ?



1    13.4K 7

ତୁ ଆଉ ମୁଁ

Romance

ପ୍ରେମେ ତୋର ବନ୍ଧା ମୁହିଁ ଛାଡ଼ିବିନି କେବେ ! ହେଲେ , ତୁ ??



1    6.5K 8

ଶୀତ ଏମିତି କି

Fantasy

ବିଲ ବାଡ଼ି ଆଉ ପାହାଡ଼ ଡେଇଁ ପାରି ହୋଇ ଗଲି ଝରଣା ନଈ ହେଲେ ଶୀତ ମୋତେ ମିଳିଲା ନାହିଁ !!



1    6.3K 3

ଜଳପାଇଁ କର ବୃକ୍ଷରୋପଣ

Inspirational

ଜଳର ବିହୁନେ ସୃଷ୍ଟି ନିଶ୍ଚେ ନାଶ ବହୁଳତା ଏକ ସ୍ବପ୍ନ ଆଜି ପାଇଁ ... ଆଜି ର ଆହ୍ବାନ କାଲିକି ବି କାଇଁ ??



1    6.6K 8

ଅପେକ୍ଷା

Romance

ତଥାପି ପାଗଳ ହୁଏ ମୁଁ ତୋ ସ୍ନେହରେ ଭିଜିବାକୁ ବାରମ୍ବାର ବାରମ୍ବାର



1    6.6K 8

ପାଖେ ଥାଅ ସଖା

Tragedy

କାଲି କାନ୍ଦୁଥିଲି , ଆଜି ବି କାନ୍ଦୁଛି ଏ ଲୁହକୁ ତୁମେ , କେମିତି ଯେ ନେଲ ଜାଣି ତ ପାରିନି ...



1    6.7K 4

ଶୀତ ଏମିତି କି

Romance Abstract Others

ଯାଇ ଥିଲି ମୁହିଁ ଶୀତକୁ ଭେଟିବା ପାଇଁ....



1    1.1K 4

ନୂଆବର୍ଷ

Abstract Others

କିଛି ଫରକ୍ ପଡେନି ପ୍ରକୃତିକୁ ଏଠି ଆଜି ବି ହସୁଛି ରୁଷୁଛି , କାଲି ବି ହସିବ ରୁଷିବ ,



1    6.6K 1

ଶୀତର ଆଗମନୀ

Fantasy Inspirational

ବାସ୍ ପୁଣି ଅପେକ୍ଷା ରହେ ତୋ ଆସିବା ବାଟକୁ..... ସେଇ , ମା'ର ଆଗମନୀ ସମୟକୁ



2    6.5K 5

👆 👇ପ୍ରଥମ 👇👆

Others

     ପ୍ରଥମ 



3    14.1K 3

ଅନୁରୋଧ

Others

      ✿  ଅନୁରୋଧ ✿  ହେ ବର୍ଷା ,ତୁମେ !! ଝରିଯାଅ ଝରିଯାଅ ଝରିଯାଅ . . . .    @ ବିଶ୍ବ ଭାରତୀ ଦାଶ ,ବାଙ୍ଗାଲୋର୍        



3    12.9K 5