@biswa-bharati-dash

BISWA BHARATI DASH
Literary Colonel
AUTHOR OF THE YEAR NOMINEE - 2018 & 2019

36
Posts
229
Followers
3
Following

I'm BISWA BHARATI and I love to read StoryMirror contents.

Share with friends

ଶାଶୁଘରେ କେବଳ ସ୍ବାମୀ/ସ୍ତ୍ରୀଙ୍କୁ ଛାଡ଼ିଦେଲେ , ସମସ୍ତେ ତ ଇନ୍-ଲ' ସଂପର୍କିତ ! ତେବେ ନିଜଘର ଲୋକଙ୍କୁ ଆଉଟ୍-ଅଫ୍-ଲ' ବୋଲି କହିବା କଥା ନା ! #କଥାକୁହୁକ 👁️ବିଶ୍ବ ଭାରତୀ👁️

କଥାରେ ଅଛି , 'ପର ଝିଅ କେବେ ଘର ଭାଙ୍ଗେନା ...' । ତେବେ 'ନିଜ ପୁଅ ହିଁ ବିଭା ହେଲା ପରେ ସଂପର୍କ ଭାଙ୍ଗେ ! ' ବୋଲି ସମାଜକୁ ମାନିବାକୁ ପଡ଼ିବ ! ଆଶାର ବିନାଶରେ ଦୁଃଖର ବିନାଶ । # ବିଡ଼ମ୍ବନା


Feed

Library

Write

Notification
Profile