I'm Chinmayee and I love to read StoryMirror contents.
ମୋ କବିତା ଲାଗି ସେ ବାସ୍ନା ନା ସେ ବାସ୍ନା ଲାଗି ମୋ କବିତା ବୁଝୁ ବୁଝୁ ବେଳ ଗଡିଯାଏ ଭୋର ପକ୍ଷୀ ବାହାରେ ରାବୁ ଥାଏ... ମୋ କବିତା ଲାଗି ସେ ବାସ୍ନା ନା ସେ ବାସ୍ନା ଲାଗି ମୋ କବିତା ବୁଝୁ ବୁଝୁ ବେଳ ଗଡିଯାଏ ଭୋର ପ...
ତୋତେ ଚିରକାଳ ଛୁଇଁପାରିବିନି ବୋଲି ତୋ ସାରା ଅସ୍ତିତ୍ୱ ମିଳେଇଗଲା ପଞ୍ଚମହାଭୂତରେ.... ତୋତେ ଚିରକାଳ ଛୁଇଁପାରିବିନି ବୋଲି ତୋ ସାରା ଅସ୍ତିତ୍ୱ ମିଳେଇଗଲା ପଞ୍ଚମହାଭୂତରେ....
ଏବେ କୁହତ ଦେଖି କାହା ମନ ଶରୀର ରେ ଭରିନାହିଁ ଗୋଟିଏ ବି ହେଲେ ପାପପୂର୍ଣ ର ଜୀବକୋଷ??? ଏବେ କୁହତ ଦେଖି କାହା ମନ ଶରୀର ରେ ଭରିନାହିଁ ଗୋଟିଏ ବି ହେଲେ ପାପପୂର୍ଣ ର ଜୀବକୋଷ???
ମୋ ଆଖିରେ ନିଦର ପରଶ ଢୁଳାଇବାରେ ଯେଉଁ ତନ୍ମୟତା ଯେ କରିଛି ସେ ଜାଣିଛି । ମୋ ଆଖିରେ ନିଦର ପରଶ ଢୁଳାଇବାରେ ଯେଉଁ ତନ୍ମୟତା ଯେ କରିଛି ସେ ଜାଣିଛି ।
ଏମାନେ ସବୁ ଠିକ୍ ମୋ ଭଳି କିଏ ଟିକେ ଭଲ ପାଇଲେ କି ପ୍ରଶଂସା ପାଇଲେ ସବୁ ଲୁଚି ଯିବେ ଖଟ ତଳେ ... ଆରେ କୁଆଡେ ଗଲ ମୋ... ଏମାନେ ସବୁ ଠିକ୍ ମୋ ଭଳି କିଏ ଟିକେ ଭଲ ପାଇଲେ କି ପ୍ରଶଂସା ପାଇଲେ ସବୁ ଲୁଚି ଯିବେ ଖଟ ତଳେ ...
ସାତତାଳ ପଙ୍କ ..ପଙ୍କ ଭିତରେ ଗୋଟିଏ ଭଅଁର ଗୀତ ଗାଏ କି କାନ୍ଦେ କିଏ ଦେଖିଛି?? ସାତତାଳ ପଙ୍କ ..ପଙ୍କ ଭିତରେ ଗୋଟିଏ ଭଅଁର ଗୀତ ଗାଏ କି କାନ୍ଦେ କିଏ ଦେଖିଛି??
ଗଛପତ୍ରରେ ଶାଗୁଆ ରଂଗ ବି ଭରିଛି.... ଗଛପତ୍ରରେ ଶାଗୁଆ ରଂଗ ବି ଭରିଛି....
ପ୍ରତିଶ୍ରୁତି ବି କିଛି ନ ଥିଲା ଝଡର ଭୟରେ ଛତାର ସାହାରା ବି ନେଇ ନ ଥିଲୁ.. ପ୍ରତିଶ୍ରୁତି ବି କିଛି ନ ଥିଲା ଝଡର ଭୟରେ ଛତାର ସାହାରା ବି ନେଇ ନ ଥିଲୁ..