I'm Debaprakash and I love to read StoryMirror contents.
ହଜିଗଲା ବୋଧେ ସହରୀ ଗଳିରେ ହୁଏତ ଆଉ ସେ ନଫେରି ପାରେ, କହିବୁନି କେବେ ହଜିଗଲା ବୋଧେ ସହରୀ ଗଳିରେ ହୁଏତ ଆଉ ସେ ନଫେରି ପାରେ, କହିବୁନି କେବେ
ଅକୁହା ଦରଜ ଆଦରି ପଡିଚି ପଥର ସଜେଇ ଏଇମୋ ଛାତି, ଅକୁହା ଦରଜ ଆଦରି ପଡିଚି ପଥର ସଜେଇ ଏଇମୋ ଛାତି,
ତୁମ ଇସାରାରେ ଗୋଲାପ ଫୁଟେ ସାଗର ବୁକୁରେ ଜୁଆର ଉଠେ ପାଗଳ ଭଅଁର ଚପଳାମି କରେ ତୁମ ଇସାରାରେ ଗୋଲାପ ଫୁଟେ ସାଗର ବୁକୁରେ ଜୁଆର ଉଠେ ପାଗଳ ଭଅଁର ଚପଳାମି କରେ
ମିଛ ବାହାଘର ବର କନିଆଁ ମିଛି ମିଛି ଭୋଜି ମିଛ କୁଣିଆ ଭୁଲିଯା ସେସବୁ ଭୁଲିଯା ତୁ ଫେରିଯା ଶ୍ରାବଣୀ ଫେରିଯା ।୨। ମିଛ ବାହାଘର ବର କନିଆଁ ମିଛି ମିଛି ଭୋଜି ମିଛ କୁଣିଆ ଭୁଲିଯା ସେସବୁ ଭୁଲିଯା ତୁ ଫେରିଯା ଶ...
ମରିବା ଆଗରୁ ମିଛ ସପନକୁ ଦେଖିବାକୁ ଥରେ ଇଛା ହୁଏ , ମଣିଷଟା ଯେବେ ହାରିଯାଏ ମରିବା ଆଗରୁ ମିଛ ସପନକୁ ଦେଖିବାକୁ ଥରେ ଇଛା ହୁଏ , ମଣିଷଟା ଯେବେ ହାରିଯାଏ
ବିଚ୍ଛେଦ ନିଆଁ ରେ ମୃତ୍ୟୁ ହୁଏ ସିନା ଜଳିବା ହୁଏନି ଶେଷ, ପ୍ରେମ ଗୋଟେ ଉପନ୍ୟାସ… ବିଚ୍ଛେଦ ନିଆଁ ରେ ମୃତ୍ୟୁ ହୁଏ ସିନା ଜଳିବା ହୁଏନି ଶେଷ, ପ୍ରେମ ଗୋଟେ ଉପନ୍ୟାସ…
ଗଡ଼ାନ୍ତାକି ଆଉ ଥରେ ମାଗୁଣି ଶଗଡ଼, ନିଅନ୍ତା ଦୁନିଆଁ ଭିନ୍ନ ଗୋଟେ ମୋଡ଼, ଗଡ଼ାନ୍ତାକି ଆଉ ଥରେ ମାଗୁଣି ଶଗଡ଼, ନିଅନ୍ତା ଦୁନିଆଁ ଭିନ୍ନ ଗୋଟେ ମୋଡ଼,
ହାରିଗଲା ଜୀଵନରେ ନିଜକୁ ପରଖି, ଏଇ ବାଟ ତାକୁ ଦିନେ ଆଣିଲାତ ଡାକି । ଘୃଣ୍ୟ କାମ ପରା ସିଏ ପେଟ ପାଇଁ କରେ ସେଇ ନିଷି... ହାରିଗଲା ଜୀଵନରେ ନିଜକୁ ପରଖି, ଏଇ ବାଟ ତାକୁ ଦିନେ ଆଣିଲାତ ଡାକି । ଘୃଣ୍ୟ କାମ ପରା ସିଏ ପେ...
ଶପଥ କରିଛି ମାଟି ମାଆ କୋଳେ ମରିଯିବ ମଥା ଥୋଇ, ଯଦି କେବେ ତମେ ପଚାରି ବୁଝିବ ମୃତ୍ୟୁକୁ କେ ଡରେ ନାହିଁ ? ଶପଥ କରିଛି ମାଟି ମାଆ କୋଳେ ମରିଯିବ ମଥା ଥୋଇ, ଯଦି କେବେ ତମେ ପଚାରି ବୁଝିବ ମୃତ୍ୟୁକୁ କେ ...
ଜୀବନଟା ଦିନେ ବାଧ୍ୟ ହେଇ, ଜଞ୍ଜାଳ ଭିତରେ ଜରାଗ୍ରସ୍ତ ହେବ ସମୟ ସଙ୍କେତ ପାଇ । ଜୀବନଟା ଦିନେ ବାଧ୍ୟ ହେଇ, ଜଞ୍ଜାଳ ଭିତରେ ଜରାଗ୍ରସ୍ତ ହେବ ସମୟ ସଙ୍କେତ ପାଇ ।