None
ବାପା ଅମରନାଥ ବାରିକ୍ ଖାଲି ପାଦରେ ଯାଆନ୍ତି ଚାଲି ବାପା ଅମରନାଥ ବାରିକ୍ ଖାଲି ପାଦରେ ଯାଆନ୍ତି ଚାଲି
ସେ କାଳ ପଖାଳ ଗଲାଣି ଗାଡ଼ିଆ ନଈ ଶୁଖିଲାଣି । କିଏ ଆଉ ମାଛ ଧରୁଛି କିଣି ଖାଇଦେଲେ ସରୁଛି । ସେ କାଳ ପଖାଳ ଗଲାଣି ଗାଡ଼ିଆ ନଈ ଶୁଖିଲାଣି । କିଏ ଆଉ ମାଛ ଧରୁଛି କିଣି ଖାଇଦେଲେ ସରୁଛି ।
ଗାଁ ଅନୁଭୂତି ଅମରନାଥ ବାରିକ୍ ପୂରୁବରେ ବାବା ଆଖଣ୍ଡଳମଣି ଗାଁ ଅନୁଭୂତି ଅମରନାଥ ବାରିକ୍ ପୂରୁବରେ ବାବା ଆଖଣ୍ଡଳମଣି
ଆସ ଆମେ ଦେବା ଆଗ ନିମନ୍ତ୍ରଣ ବିଘ୍ନରାଜ ଗଣେଶଙ୍କୁ ନ ଆସିବ ବିଘ୍ନ କାର୍ଯ୍ୟ ହେବ ସିଦ୍ଧି ଡ଼ାକିଲେ ଆଗ ତାହାଙ୍କୁ । ଆସ ଆମେ ଦେବା ଆଗ ନିମନ୍ତ୍ରଣ ବିଘ୍ନରାଜ ଗଣେଶଙ୍କୁ ନ ଆସିବ ବିଘ୍ନ କାର୍ଯ୍ୟ ହେବ ସିଦ୍ଧି ଡ଼ାକି...
ଆସିଗଲା ଖରା ତାତି ଦିନ ବଡ଼ ଛୋଟ ରାତି ଖାଇଲେ ଅଳପ ପିଇଲେ ଅଧିକ ତେବେ ମିଳିବ ମୁକତି । ଆସିଗଲା ଖରା ତାତି ଦିନ ବଡ଼ ଛୋଟ ରାତି ଖାଇଲେ ଅଳପ ପିଇଲେ ଅଧିକ ତେବେ ମିଳିବ ମୁକତି ।
ଏ ମର୍ତ୍ତ୍ୟ ମଣ୍ଡଳେ ଯାହା ମୁଁ ଦେଖୁଛି ସକଳ ସମ୍ପଦ ତୁମରି ଦାନ ତୁମ ଆଦେଶରେ ଋତୁ ଆତଯାତ ... ଏ ମର୍ତ୍ତ୍ୟ ମଣ୍ଡଳେ ଯାହା ମୁଁ ଦେଖୁଛି ସକଳ ସମ୍ପଦ ତୁମରି ଦାନ ତୁମ ଆଦେଶରେ ...
. ଜଗା ଦର୍ଶନ ଅମରନାଥ ବାରିକ୍ ଯାଇଥିଲି କାଲି ଶ୍ରୀମନ୍ଦିର ବୁଲି ଦେଖିଲି ଜଗାର ହସ ଖିଲିଖିଲି . ଜଗା ଦର୍ଶନ ଅମରନାଥ ବାରିକ୍ ଯାଇଥିଲି କାଲି ଶ୍ରୀମନ୍ଦିର ବୁଲି ଦେଖିଲି...
. ମଣିଷ ଚିହ୍ନିବ କିପରି ! ଅମରନାଥ ବାରିକ୍ ଉଚ୍ଚାରଣ କହେ ମଣିଷ କିପରି . ମଣିଷ ଚିହ୍ନିବ କିପରି ! ଅମରନାଥ ବାରିକ୍ ଉଚ୍ଚାରଣ କହେ ମଣିଷ କିପରି
ଅଧଲା ପାହୁଲା ଅଣା ପଇସା ଗଣିତ ଶିଖିବା ବଳିଛି ମନ ବୁଲିଯିବା ଚାଲ ପୁରୁଣା ଦିନ । ଗଣିତ ପାଠର ଗଣନା ନିଶା ଅଧଲା ପାହୁଲା ଅଣା ପଇସା ଗଣିତ ଶିଖିବା ବଳିଛି ମନ ବୁଲିଯିବା ଚାଲ ପୁରୁଣା ଦିନ । ଗଣିତ ପାଠର ଗ...
ଜୀବନ କରିବା ପାବନ ଜୀବନ କରିବା ପାବନ