କବିତା ଲେଖିବା ଅପେକ୍ଷା ପଢିବା ପାଇଁ ଭଲ ଲାଗେ
ପାଦପେ ପତ୍ରକ ଖେଳଇ ଦୋଳି ରସାଳ ବଉଳ ଥାଏଟି ଝୁଲି ସୁରଭି ତାହାର କି ମୁଗ୍ଧକର ବାତୁଲ ପରାୟେ ଘୁରେ ଭ ପାଦପେ ପତ୍ରକ ଖେଳଇ ଦୋଳି ରସାଳ ବଉଳ ଥାଏଟି ଝୁଲି ସୁରଭି ତାହାର କି ମୁଗ୍ଧକର ବାତୁଲ...
ଆସିଛିରେ ହୋଲି ଆସିଛିରେ ହୋଲି
କ୍ଷେତକୁ ଦେଇଛ ସୋରିଷ କୁସୁମ ହେମମଣି ମାଳ ସ୍ୱରୂପ କ୍ଷେତକୁ ଦେଇଛ ସୋରିଷ କୁସୁମ ହେମମଣି ମାଳ ସ୍ୱରୂପ
ନଦୀକୁ ଦେଇଛ କୁଳୁକୁଳୁ ଶବ୍ଦ ରସାଳ ପାଦପେ ବଉଳ କଣ୍ଠରେ ଭରିଛ କୁହୁକୁହୁ ସ୍ୱର ନିତି ଗାଏ ମଧୁମଙ୍ଗଳ ଆହା... ନଦୀକୁ ଦେଇଛ କୁଳୁକୁଳୁ ଶବ୍ଦ ରସାଳ ପାଦପେ ବଉଳ କଣ୍ଠରେ ଭରିଛ କୁହୁକୁହୁ ସ୍ୱର ନିତି...
ରହିଯା ବସନ୍ତ ଆଉ କିଛି କାଳ ଖେଳିବା ହୋଇଣ ମେଳି ବସନ୍ତ ଯାଆନା ହଜି l ରହିଯା ବସନ୍ତ ଆଉ କିଛି କାଳ ଖେଳିବା ହୋଇଣ ମେଳି ବସନ୍ତ ଯାଆନା ହଜି l
ମାଆର ପଣତ କାନିରେ ତ କେବେ ବାପାଙ୍କର ହାତ ଦୁଇ ଭାଇର ସାହାସ ଗୁରୁଜୀ ଆଶିଷ ମାଆର ପଣତ କାନିରେ ତ କେବେ ବାପାଙ୍କର ହାତ ଦୁଇ ଭାଇର ସାହାସ ଗୁରୁଜୀ ଆଶିଷ
କିଏ ବୈଜ୍ଞାନିକ କେ ହେବ କୃଷକ ମନରେ ଭାବି ସମାନ କର୍ମ ମାତ୍ର ସର୍ବ ଦେଶ ପାଇଁ ହିତ କେହି ନୁହଁ ବଡ କିଏ ବୈଜ୍ଞାନିକ କେ ହେବ କୃଷକ ମନରେ ଭାବି ସମାନ କର୍ମ ମାତ୍ର ସର୍ବ ଦେଶ ପାଇଁ ହିତ ...
ଦେଖି ଦେଲେ ଥରେ ଫୁଲି ଉଠେ ଛାତି ଜାଗେ ଦେଶପ୍ରେମ ଭକ୍ତି ଆଦରରେ ଥରେ ଛୁଇଁଦେଲେ ତାକୁ ପାଏଁ ମୁଁ ପରମ ଦେଖି ଦେଲେ ଥରେ ଫୁଲି ଉଠେ ଛାତି ଜାଗେ ଦେଶପ୍ରେମ ଭକ୍ତି ଆଦରରେ ଥରେ ଛୁଇଁଦେଲେ ତାକୁ ...
ମଧୁର ସ୍ଵର ଝିଙ୍କାରି ବନେ ଶବଦ ଉଚ୍ଚରୀ ଆସିଲେ କି ବେଣୁଧାରି ଘୁଙ୍ଗୁର ଯାଉଛି ଥରି ମଧୁର ସ୍ଵର ଝିଙ୍କାରି ବନେ ଶବଦ ଉଚ୍ଚରୀ ଆସିଲେ କି ବେଣୁଧାରି ଘୁଙ୍ଗୁର ଯାଉଛି ଥରି
ନଈରେ ନଈ ଟିକେ ରହିଯା ନଈରେ ନଈ ଟିକେ ରହିଯା