@inbornpoet
ମେଳାର ରଙ୍ଗୀନ ଚକ ଭାବି ହାତ ଧରିଥିଲେ ଦୁହେଁ। ଲାଗିଥିଲା, ସବୁଦିନ ବୋଧେ ତୂରୀ ବାଜିବ, ଫୁଲ ଝଡ଼ିବ, ମେଳାର ରଙ୍ଗୀନ ଚକ ଭାବି ହାତ ଧରିଥିଲେ ଦୁହେଁ। ଲାଗିଥିଲା, ସବୁଦିନ ବୋଧେ ତୂରୀ ବାଜିବ, ଫୁଲ ଝଡ...
ସେ ବି କି ଦିନ ଥିଲା ପକେଟରେ ଏତେ ପଇସା ନଥିଲା ଯେ ମାସର ଶେଷ ସପ୍ତାହ ବିନା ହିସାବରେ କଟିଯିବ, ସେ ବି କି ଦିନ ଥିଲା ପକେଟରେ ଏତେ ପଇସା ନଥିଲା ଯେ ମାସର ଶେଷ ସପ୍ତାହ ବିନା ହିସାବରେ କଟିଯିବ,
ତୁମେ ଧୋକା ଦେଲ ଏ କଥା ସେତିକି ବାଧିଲାନି, ଯେତିକି ଏହା ଜାଣିବା ବାଧିଲା ଯେ ମୁଁ ତୁମକୁ କେବେ ତୁମେ ଧୋକା ଦେଲ ଏ କଥା ସେତିକି ବାଧିଲାନି, ଯେତିକି ଏହା ଜାଣିବା ବାଧିଲା ଯେ ମୁଁ ତୁମକୁ କେବେ
ପୁଅ ମାନେ, ଏକ ବଳଦ,ଜାହା ଖାଲି ଦାଇତ୍ୱ ବହନ ପାଇଁ ହଜି ଯାଉ ପଛେ ସିଏ, ଆଉ ହେଇଯାଉ ନିଜଠୁ ଦୂର ଖାଲି ପୁଅ ମାନେ, ଏକ ବଳଦ,ଜାହା ଖାଲି ଦାଇତ୍ୱ ବହନ ପାଇଁ ହଜି ଯାଉ ପଛେ ସିଏ, ଆଉ ହେଇଯାଉ ନିଜଠୁ ଦ...
ମା ଅଛି ମା ଅଛି
କାଳିଆ କାଳିଆ
ଗରମ ଗରମ
ତୁ ଆଉ ମୁଁ ତୁ ଆଉ ମୁଁ
ଆମଠୁ ଶହେ ଗୁଣରେ ଭଲ ଏ ଭାରସମ୍ୟ ହରାଇ ଦେଇଥିବା ଏ ମଣିଷ ତାର, ଜୀବନଚର୍ଯ୍ୟା ଅଲଗା ହେଇପାରେ ଆମଠୁ ଶହେ ଗୁଣରେ ଭଲ ଏ ଭାରସମ୍ୟ ହରାଇ ଦେଇଥିବା ଏ ମଣିଷ ତାର, ଜୀବନଚର୍ଯ୍ୟା ଅଲଗା ହେଇ...
ଖଣି ମାଫିଆ, ଭୂମି ମାଫିଆ ଆଉ ଲୁଟେରା ମାନଙ୍କର କି ଖୁସି ସବୁ କଳା ଧନ ଧଳା ହେଇଯିବ, ହକି-ବଳ ରେ ହୋଇ ଖଣି ମାଫିଆ, ଭୂମି ମାଫିଆ ଆଉ ଲୁଟେରା ମାନଙ୍କର କି ଖୁସି ସବୁ କଳା ଧନ ଧଳା ହେଇଯିବ, ହକି-ବ...