Hitesh Mohapatra
Literary Colonel
170
Posts
0
Followers
1
Following

@inbornpoet

Share with friends
Earned badges
See all

ସତସଙ୍ଗ ସମାରୋହ ହେଉଛି ଗୋଟିଏ ପ୍ରକାରର ନିଶା ନିଶା ସରିଗଲା ପରେ, ପୁଣି ଜୋ କଥାକୁ ସେହି କଥା ହିତେଶ ମହାପାତ୍ର

ଦେଖି ପାରୁଛି ତମ ଆଖିରେ ଅଛି ଅନେକ ସ୍ବପ୍ନ ଅଛି କି ମୁଁ ସେ ସ୍ୱପ୍ନରେ ଏତିକି ମୋର ପ୍ରଶ୍ନ

କିଏ ଶିଖିଛି କଥାରୁ ସମସ୍ତଙ୍କୁ, ଗୋଟେ ଦୁର୍ଘଟଣା ର ଆବଶ୍ୟକତା ଅଛି ହିତେଶ ମହାପାତ୍ର

ବହୁତ୍ ଖରାପ ଭାବରେ ଲୋକେ, ଭାଙ୍ଗନ୍ତି ବହୁତ୍ ଭଲ ଭାବରେ ଜାଣିଲା ପରେ ହିତେଶ ମହାପାତ୍ର

ନାରୀ କିମ୍ବା ପୁରୁଷ ହୋଇ କେହି ଜନ୍ମ ହେଇ ନଥାନ୍ତି ସମାଜ ତାକୁ ନାରୀ କିମ୍ବା ପୁରୁଷ ବନାଇ ଦିଏ ହିତେଶ ମହାପାତ୍ର

ଦୁନିଆରେ ଭଲ ପାଇବା ବୋଲି କିଛି ନାହିଁ ଯାହା ଅଛି, ତାହା ହେଲା ପ୍ରେମର ଖେଳ ଭିତରେ ନିର୍ଲର୍ଯ୍ୟ ସ୍ୱାର୍ଥପରତା ହିତେଶ ମହାପାତ୍ର

ପ୍ରେମର ଭାଷା ଖାଲି ଆଖି ପଢ଼ିପାରେ ପାଟି ତାକୁ ଲୋକହସା କରିଥାଏ

ନିରୋଳା ରେ ମୁଁ ଭାବେ ତୁମକୁ ଭଲ ପାଇ, ପାଇଲି କଣ ହସିବା ରୁ ଅଧିକ କାନ୍ଦିବାର ଶବ୍ଦ ହାଣ୍ଡିଏ ବିଷରେ ଟୋପେ ଅମୃତ ହିତେଶ ମହାପାତ୍ର

ଜୋ ଛୁଆ ଦିନଜାକ ରାସ୍ତା କଡ଼ରେ ଖେଳନା ବିକ୍ରି କରୁଥାଏ ତାକୁ ଦେଖି ମୁଁ ଭାବେ ଇଏ ଖେଳୁଥିବ କାହା ସହ ହିତେଶ ମହାପାତ୍ର


Feed

Library

Write

Notification
Profile