Balaji Sethi
Literary Colonel
23
Posts
6
Followers
0
Following
ପ୍ରକୃତିର ପ୍ରତ୍ୟେକ ଉପାଦାନରେ ନିବିଷ୍ଟ ନିଜସ୍ୱ ସୌନ୍ଦର୍ଯ୍ୟକୁ ତନ ତନ କରି ତନ୍ମୟ ଭାବେ ଆହରଣ କରିବାର ଦୁର୍ବାର ଅଭିଳାଷା ରଖିଛନ୍ତି ଶ୍ରୀ ବାଲାଜି ସେଠୀ।ସେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ଅନ୍ତର୍ଗତ ନାଚୁଣିବାଡି ଗ୍ରାମରେ ଶ୍ରୀ ବୃନ୍ଦାବନ ସେଠୀ ଓ ଶ୍ରୀମତୀ ଲୀଳା ସେଠୀ ଙ୍କ କୋଳ ମଣ୍ଡନ କରିଛନ୍ତି ଉଣେଇସି ଶହ ଅସି ମସିହାରେ।ସେ ଶାନ୍ତ,ସିଷ୍ଟ,ଓ କମ... Read more
ପ୍ରକୃତିର ପ୍ରତ୍ୟେକ ଉପାଦାନରେ ନିବିଷ୍ଟ ନିଜସ୍ୱ ସୌନ୍ଦର୍ଯ୍ୟକୁ ତନ ତନ କରି ତନ୍ମୟ ଭାବେ ଆହରଣ କରିବାର ଦୁର୍ବାର ଅଭିଳାଷା ରଖିଛନ୍ତି ଶ୍ରୀ ବାଲାଜି ସେଠୀ।ସେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ଅନ୍ତର୍ଗତ ନାଚୁଣିବାଡି ଗ୍ରାମରେ ଶ୍ରୀ ବୃନ୍ଦାବନ ସେଠୀ ଓ ଶ୍ରୀମତୀ ଲୀଳା ସେଠୀ ଙ୍କ କୋଳ ମଣ୍ଡନ କରିଛନ୍ତି ଉଣେଇସି ଶହ ଅସି ମସିହାରେ।ସେ ଶାନ୍ତ,ସିଷ୍ଟ,ଓ କମ କହୁଥିବା ସରଳ ବିଶ୍ୱାସୀ ସ୍ନେହୀ ମଣିଷଟିଏ।ସେ ମାଲକାନଗିରି ଜିଲ୍ଲାର ସ୍ୱଭିମାନ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ।ସେ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଅଭାବ ଅନାଟନ, ଦାରିଦ୍ର୍ୟ, ଭୋକ,ଲାଂଛନା, ଇର୍ଷାର ଶିକାର,ଜୀବନ ସଂଘର୍ଷରୁ ଅନୁଭୂତିର ସାଉଁଟା ସ୍ମୃତିକୁ ପାଥେୟ କରି ହୃଦୟର ଭାବନାକୁ ମସୀ ମୁନରେ ସଫେଦ କାଗଜରେ ଉତ୍ତାରିବାକୁ ପ୍ରୟାସ କରିଥାନ୍ତି। Read less
Share with friends