Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

#SuperMom

SEE WINNERS

Share with friends

ଚଳଚ୍ଚିତ୍ର ଜଗତରେ ସୁପର ହିରୋଙ୍କର ଅପୂର୍ବ ଶକ୍ତି, ସୁପର ପାୱାର୍ ଏବଂ ସାମର୍ଥ୍ୟ ରହିଥାଏ । କିନ୍ତୁ ଆପଣ ଜାଣନ୍ତି ବାସ୍ତବ ଜୀବନରେ କିଏ ଅଛିନ୍ତି ଏମିତି ଶକ୍ତିର ଅଧିକରିଣୀ ? ଏହାର ଉତ୍ତର ନିଶ୍ଚିତ ଭାବେ - ମା' ।

ମାଆମାନେ ଆମର ବାସ୍ତବ ଜୀବନର ସୁପର ହିରୋସ୍ ଏବଂ ସତ କହିବାକୁ ଗଲେ, ଆମେ ସେମାନଙ୍କ ବିନା କିଛି ମଧ୍ୟ ନୋହୁଁ । ତେଣୁ, ଆସନ୍ତୁ ଆମର ସୁପରମୋମ୍ (SUPERMOMS)ଙ୍କ ପାଇଁ ଏକ ନିଆରା ଢଙ୍ଗରେ ଉତ୍ସବ ପାଳନ କରିବା ।

ଷ୍ଟୋରୀମିରର୍ "ସୁପରମୋମ୍" (SUPERMOMS) ଉପସ୍ଥାପନ କରୁଛି, ଯାହା ମା' ଏବଂ ମାତୃତ୍ୱକୁ ପାଳନ ଏବଂ ସମ୍ମାନ ଦେବା ପାଇଁ ଏକ ଲେଖା ପ୍ରତିଯୋଗିତା ।

ବିଷୟ - ମାଆ

ନିୟମ:

  1. ପ୍ରଦତ୍ତ ବିଷୟ ଉପରେ ଆପଣ ନିଜର ଲେଖା ଦାଖଲ କରିବାକୁ ହେବ - ମାଆ ।
  2. ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  3. ସମ୍ପାଦକୀୟ ମୁଲ୍ୟାଙ୍କନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  4. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  5. କୌଣସି ଶବ୍ଦ ସୀମା ନାହିଁ ।
  6. ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
  7. କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।
  8. ମାନପତ୍ର ବିଭାଗ ଅଧୀନରେ ଅଂଶଗ୍ରହଣ ପ୍ରମାଣପତ୍ରଗୁଡ଼ିକ ଆପଣଙ୍କର ପ୍ରୋଫାଇଲରେ ଉପଲବ୍ଧ ।

ଶ୍ରେଣୀଗୁଡିକ:

 କାହାଣୀ

 କବିତା

 ଉଦ୍ଧୃତି

ଭାଷା:

ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ।

ପୁରସ୍କାର:

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ପ୍ରତ୍ୟେକ ବର୍ଗ ଏବଂ ଭାଷାର ଶ୍ରେଷ୍ଠ ୩୦ ବିଷୟବସ୍ତୁ ଏକ ଇ-ପୁସ୍ତକରେ ପ୍ରକାଶିତ ହେବ ।

ଷ୍ଟୋରୀମିରର୍ ସାମାଜିକ ଗଣମାଧ୍ୟମରେ ଶ୍ରେଷ୍ଠ ୧୦ଟି ଅଡ଼ିଓ ପ୍ରଦର୍ଶିତ ହେବ ।

ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି: ୧ ମଇ ୨୦୨୧ ରୁ ୩୧ ମେ ୨୦୨୧ ପର୍ଯ୍ୟନ୍ତ 

ଫଳାଫଳ: ଜୁନ୍ ୨୮, ୨୦୨୧ 

ଯୋଗାଯୋଗ:

ଇ-ମେଲ୍ : neha@storymirror.com 

ଫୋନ୍ ନମ୍ବର : +91 9372458287



Trending content
20 199