ତେଢା ନଜର
ତେଢା ନଜର
1 min
142
ବିରାଡ଼ି କହୁଛି ମାଛ ଖାଇବନି
ଶାକାହାରି ସିଏ ହେବ
ବଗ ବି କହୁଛି ସବୁଦିନ ପାଇଁ
ଆଇଁଷକୁ ଛାଡି ଦେବ
ଭାଇ ଲାଗୁଛି ଭାରି ଅଜବ !!
ଶାନ୍ତି ନୋବେଲର ପୁରସ୍କାର କାଳେ
ଇମ୍ରାନକୁ ଦିଆହେବ ??? (୧)
ଆତଙ୍କବାଦୀଙ୍କ ସଂଗଠନ ସବୁ
ପାଇବେ ଏବେ ନୋବେଲ !!
ଜୈଶ ମହମ୍ମଦ ସଂଗଠନ ପରା
ଦୌଡ଼ରେ ହେଲେ ସାମିଲ
ନୋବେଲ କମିଟି ନାଚାର
ଇମ୍ରାନକୁ ଦେବେ ନା ମାସୁଦ ପାଇବ
ଚୟନ ପାଇଁ ବେହାଲ !!(୨)