✿ ପର - ଆପଣା ✿
✿ ପର - ଆପଣା ✿
1 min
1.1K
✿ ପର - ଆପଣା ✿
ସୁଖ !
ସବୁବେଳେ ପର
ଆସେ ଆଉ ଯାଏ । ୧ ।
ଦୁଃଖ !
ଆପଣାର - (ଦେଖୁନାହାନ୍ତି)
ଛାଇ ପରି କେମିତି
ଲାଗି ଲାଗି ରହେ । ୨ ।
✿ ଅମିୟ ✿