ପଞ୍ଚମନ
ପଞ୍ଚମନ
1 min
6.3K
ସଂଳାପ-୯୭
#ପଞ୍ଚମନ
ଭଲ ଲାଗୁଛି ତ
ଖୋଲି କୁହ
ଜୀବନ
ମୁଁ ତତେ ଭଲ ପାଏ
ଆସିଛି ତତେ ବଞ୍ଚିବାକୁ
ବଞ୍ଚିବି
ପାପପୁଣ୍ୟ
ଜାଣେ ନା କିଛି
ଜୀବନ
ଭଲ ପାଏ ତତେ,
ମୋ ନିଜ ଠାରୁ ଢେର ଅଧିକ,
ଯେତେଦିନ
ଯାଏଁ ଲିଭିନି ବଞ୍ଚିବାକୁ ଦେ ନେଇ ତୋ ପଞ୍ଚମନ
ମନ,ସୁମନ,ଅତିମନ,
ବିମନ,କୁମନ
ତୁ ଯାହା ବି ହେଲେ ହୋଇପାରେ
ଯେମିତି ଅଛୁ ତୁ ସେମିତି
ମୋ ପାଇଁ
ସ୍ୱାକାରଯୋଗ୍ୟ
ତୁ ମୋ #ପଞ୍ଚମନ------!
©®କାଶ୍ୟପ,ରାୟଗଡା