Audio

Forum

Read

Contests

Language


Write

Sign in
Wohoo!,
Dear user,
✿✿✿ ଏମିତି କିଆଁ ହେଉଛ଼ ? ✿✿✿
✿✿✿ ଏମିତି କିଆଁ ହେଉଛ଼ ? ✿✿✿
★★★★★

© Amiya Bej

Others

1 Minutes   6.7K    2


Content Ranking

✿✿✿ ଏମିତି କିଆଁ ହେଉଛ଼ ? ✿✿✿

ତୁମେ ଦଗାଦିଆ ପ୍ରେମ - ପ୍ରବର ,
        ନା' ମନଭରି ଟିକେ ଭଲପାଉଛ !
        ନା' ଶୋଷିଲାକୁ ମୁନ୍ଦେ ପାଣି ଦେଉଛ ।
ତୁମେ ଦଗାଦିଆ ରସ - ନାଗର ,
         ନା' କବିତା ଦି'ପଦ ବେଶି ଲେଖୁଛ !
         ନା' ଭଲକି କାହାଣୀ ପୂରା କରୁଛ ।।
ତୁମେ ଦଗାଦିଆ ମଣିଷ ମୋର ,
         ନା' ନିଜେ ସୁଧୁରୁଛ କି' ମୋତେ ସୁଧାରୁଛ !
         ନା' ନିଜର କି' ଅବା କାହାର ହୋଇ ରହୁଛ।।।
ତୁମେ ଦଗାଦିଆ ...........
ନାଃ! ଥାଉ !
ତୁମେ ଯା'ବି ହୁଅ , ଯା'ବି କର ,
ତୁମେ ଯେ ସବୁକୁ ଅଧା ରଖୁଛ ।
ମିଛରେ ଏମିତି କିଆଁ ହେଉଛ , କିଆଁ ହେଉଛ ?????

✿✿✿✿ ଅମିୟ ବେଜ୍ ✿✿✿✿

✿✿✿ ଏମିତି କିଆଁ ହେଉଛ଼ ? ✿✿✿

Rate the content


Originality
Flow
Language
Cover design

Comments

Post


Some text some message..