Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

✿✿✿ ଏମିତି କିଆଁ ହେଉଛ଼ ? ✿✿✿

✿✿✿ ଏମିତି କିଆଁ ହେଉଛ଼ ? ✿✿✿

1 min
6.7K


✿✿✿ ଏମିତି କିଆଁ ହେଉଛ଼ ? ✿✿✿

ତୁମେ ଦଗାଦିଆ ପ୍ରେମ - ପ୍ରବର ,
        ନା' ମନଭରି ଟିକେ ଭଲପାଉଛ !
        ନା' ଶୋଷିଲାକୁ ମୁନ୍ଦେ ପାଣି ଦେଉଛ ।
ତୁମେ ଦଗାଦିଆ ରସ - ନାଗର ,
         ନା' କବିତା ଦି'ପଦ ବେଶି ଲେଖୁଛ !
         ନା' ଭଲକି କାହାଣୀ ପୂରା କରୁଛ ।।
ତୁମେ ଦଗାଦିଆ ମଣିଷ ମୋର ,
         ନା' ନିଜେ ସୁଧୁରୁଛ କି' ମୋତେ ସୁଧାରୁଛ !
         ନା' ନିଜର କି' ଅବା କାହାର ହୋଇ ରହୁଛ।।।
ତୁମେ ଦଗାଦିଆ ...........
ନାଃ! ଥାଉ !
ତୁମେ ଯା'ବି ହୁଅ , ଯା'ବି କର ,
ତୁମେ ଯେ ସବୁକୁ ଅଧା ରଖୁଛ ।
ମିଛରେ ଏମିତି କିଆଁ ହେଉଛ , କିଆଁ ହେଉଛ ?????

✿✿✿✿ ଅମିୟ ବେଜ୍ ✿✿✿✿


Rate this content
Log in