Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

"ପ୍ରଭୁ" ଅଭିମାନ ଟିକେ ଅଛି

"ପ୍ରଭୁ" ଅଭିମାନ ଟିକେ ଅଛି

1 min
6.8K


✿ "ପ୍ରଭୁ" ଅଭିମାନ ଟିକେ ଅଛି ✿

ଅଭିମାନ ଟିକେ ଅଛି
ମଣିଷ ବୋଲି ତ 
ଅଭିମାନ ଟିକେ ଅଛି ।

କିଏ ଯଦି କହେ -
''ତୁମେ' ସାରା ଜଗତର,
ଅଭିମାନ ଟିକେ ଅଛି ।

ମୋର ସଙ୍କୁଚିତ ମନ-
ହୃଦ ଥାଉପଛେ 
ଅଭିମାନ ଟିକେ ଅଛି ।

ମୁଁ ତ
ଅସରା ପଥର ବାଇଶି ପାହାଚର
ଖଣ୍ଡିଆ ଭିକାରୀ ବଡ ଦାଣ୍ଡର
ଖସି ପଡୁଥିବା ଚୂନର ପଥର
ପୋଡା ପାଉଁଶ ଦୀପ ସଳିତାର ...

ଅଭିମାନ ଟିକେ ଅଛି
ତୁମ ବଡ଼ପଣ, ମୁଁ ହିନିମାନ
ମାନ କି ନ'ମାନ
ପ୍ରଭୁ !
କିଏ ଯଦି କହେ ତୁମେ ସଭିଙ୍କର
ଅଭିମାନ ଟିକେ ଅଛି ।।।

✿ ଅମିୟ ବେଜ ✿


Rate this content
Log in