Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Others

2  

Nibedita Mishra

Others

ହୃଦୟର କଥା

ହୃଦୟର କଥା

1 min
7.1K


ଅନେକ ଅକୁହା

ଅବ୍ଯକ୍ତ ବେଦନା

ଚାପି ହୋଇ ରହିଥାଏ।

ଆପଣାର କେହି

ମିଳିଯାଏ ଯେବେ

ଅଚିରେ ସେ ବହିଯାଏ।

ମାନେନି କୌଣସି

କୂଳ କି କିନାରା

ଭୂଲିଯାଏ ବନ୍ଧବାଡ।

ଯଦି କେହି କେବେ

ରୋକିବାକୁ ଚାହେଁ

ଖାଏ ପ୍ରଖରତା ମାଡ।

ମାଡି ଚାଲିଥାଏ

ଆଗକୁ ଆଗକୁ

ସବୁ ବହି ଯିବା ଯାଏଁ।

ସରିଗଲେ ସବୁ

ନିରବେ ରୁହେ ସେ

ଆଉଥରେ ପୁରିବା ଯାଏଁ ।


ନିବେଦିତା ମିଶ୍ର



Rate this content
Log in