Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦେବସେନା-୨୭
ଦେବସେନା-୨୭
★★★★★

© Ram Prasad Bisoi

Others

1 Minutes   6.7K    4


Content Ranking

ଦେବସେନା-୨୭
 
ରାତି ଟିଏ ମୁଁ ,
ତୁମେ ଆସ 
ମୋ ଚାଲିଯିବା ପରେ
ଅନ୍ତଃ କଣ ? 
ଜାଣେନା
କିନ୍ତୁ ବିଶ୍ୱାସ ଅଛି
ସନ୍ଧ୍ୟା ଉପରେ
ଆଉ 
ତା ରଙ୍ଗୀନ ରଙ୍ଗ ଉପରେ
ସତେ କି ? 
ମନ୍ତ୍ରମୁଗ୍ଧ ତା ମିଳନର ଦୃଶ୍ୟ,
ଯେମିତି
ଗୋଟିଏ ଶ୍ୱାସ ଯେମିତି
ଢଳୁଛି,
ଆଉ 
ଗୋଟିଏ ଶ୍ୱାସ 
ସହ
ଅପୂର୍ବ ତା ଲାବଣ୍ୟ,
କରେ କେଉଁ ? 
ସପ୍ତର୍ଷିଙ୍କ କେଜାଣି
ହଲଚଲ କରିଚାଲିଛି
ଦେବସେନା #ଅରୁନ୍ଧତୀ
ମୁଁ କିନ୍ତୁ ଯେଉଁ
ରାତି ସେଇ ରାତି
ତିମିସ୍ ଭରା
କିନ୍ତୁ
ତୁମେ ଆସ ମୋ ପରେ ରାତି ଶେଷରେ------- !!
 
©®କାଶ୍ୟପ,ରାୟଗଡା

ଦେବସେନା-୨୭

Rate the content


Originality
Flow
Language
Cover design

Comments

Post

Some text some message..